ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Cyclone Yaas

ବାତ୍ୟା ‘ୟସ’ ପ୍ରଭାବିତ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ ୩୩% ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର…

ୟସ ପୋଛିନେଲା ସିଂଥି ସିନ୍ଦୂର, ବାପ…

ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ…

ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ;…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି ।…

ବାତ୍ୟା ୟସ ପ୍ରଭାବରେ ଭିତରକନିକାରେ…

ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ…

ଓଡ଼ିଶାକୁ ୫୦୦ କୋଟି ଟଙ୍କା ବାତ୍ୟା…

ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ୟସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ୟସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା…

ବାତ୍ୟା ‘ୟସ’ ପାଇଁ…

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ…

ସୋଶିଆଲ ମିଡିଆ ଭାଇରାଲ୍ ଫଟୋ: ବାତ୍ୟା…

ଭୁବନେଶ୍ବର: ବାତ୍ୟା ପ୍ରଭାବରେ ପବନର ଝଟକା ସାଙ୍ଗକୁ ମାଡି ଆସୁଥିଲା ସମୁଦ୍ର। ଏତିକି ବେଳେ ଭଗବାନଙ୍କୁ ସୁରକ୍ଷା କରିବା ଲାଗି ଭକ୍ତ ବାହାରିଛି। ଖାଁ ଖାଁ ବେଳାଭୂମି ଶୂନଶାନ ସମୁଦ୍ରକୂଳକୁ ଯାଇ ଭଗାବାନଙ୍କୁ କୋଳେଇ ଆଣିଛି ଭକ୍ତ। ସମସ୍ତେ ଚାଲିଗଲେଣି ସୁରକ୍ଷିତ ସ୍ଥାନକୁ। ହେଲେ ଭକ୍ତ ଭଗବାନଙ୍କୁ ଛାଡି…

ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିବା ବେଳେ…

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିଲା। ଏହାରି ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଜନ୍ମ ନେଇଛନ୍ତି। ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟସ୍’ ରଖାଯାଇଥିବା ଜଣାପଡ଼ିଛି । ‘ୟସ୍’ ରଖାଯାଇଥିବା…

ବାତ୍ୟା ସରିଗଲା ବୋଲି ଭାବିବେ ନାହିଁ,…

ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ। ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ। ଅଧିକ…

ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ…

ଭୁବନେଶ୍ୱର: ବାତ୍ୟା ୟସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।ଧାମରାଠୁ ଦୂରେଇ ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ଧାମରାଠୁ ୪୫ ଓ ବାଲେଶ୍ବରଠୁ ୫୦ କିମି ଦୂରରେ ୟଶ୍‌ । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା।…