ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Cyber Loot

ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର…

ଭୁବନେଶ୍ବର: ଲୁଟକୁ ନେଇ ସାଇବର ଠକଙ୍କ ନୂଆ ତରିକା। ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ। ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ । ଅନ୍ୟ ଏକ ଝିଅର ଫଟୋ ଲଗାଇ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍…

ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି କହି…

ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । କୋରିୟର ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି ।  ଟଙ୍କା ଦେଇ ମାମଲା ରଫା ଦଫା କରିବାକୁ ଠକ ଦେଉଛି ଅଫର ।  ଟଙ୍କା ନ ଦେଲେ ଗିରଫ ଭୟ ଦେଖାଉଛି ଠକ । ଠକେଇର ଶିକାର ହେଲେ ଭୁବନେଶ୍ବର ଜଣେ ମହିଳା ।ସଂପକ୍ତ…

‘ଗୋଲ୍‌ଡେନ୍‌‌ ଆୱାର’ରେ ଫୋନ୍‌‌ କରି…

ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ…

ଚାଇନା ସିମ୍‌ରେ ଲୁଟୁଛନ୍ତି ସାଇବର ଠକ:…

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌‌ ଭାବେ ବ୍ୟବହାର ହେଉଛି ସିମ୍‌‌ ବକ୍ସ। ଏହି ସିମ୍‌‌ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍‌‌ ବକ୍ସ ଚାଇନାରୁ…

ଏୟାରପୋର୍ଟରେ ଚାକିରି ଦେବାକୁ କହି ୭…

ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି କରାଇ ଦେବାକୁ କିଛି ମେସେଜ୍‍ ଆପଣଙ୍କ ମୋବାଇଲ୍‍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର…

ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌…

ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର…

ସାଇବର ପୁଲିସକୁ ବଡ଼ ସଫଳତା: ନଭେମ୍ବର…

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର…

ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ…

ଭୁବନେଶ୍ବର: ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ ।  ଟ୍ଵିନସିଟିର ସ୍କୁଲରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ। କମିଶନରେଟ ପୁଲିସ ଲିଙ୍କରେ ଏହି ହ୍ବାଟସଆପ ଗ୍ରୁପ ରହିବ। ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ରାଜଧାନୀର ବିଭିନ୍ନ ସ୍କୁଲରେ…

ସାଇବର ଠକଙ୍କ କବଳରେ ଯୁବତୀ; ଉପହାର…

କଟକ: ସାଇବର ଠକଙ୍କ କବଳରେ ଯୁବତୀ। ସାଇବର ଠକ୍ ଗ୍ୟାଙ୍ଗ କବଳରେ ହନି ଟ୍ରାପର ଶିକାର ହେଲେ ଯୁବତୀ । ପ୍ରଥମେ ଫ୍ରେଣ୍ଡ୍ ଓ ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଠାରୁ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ।ସୂଚନା ଅନୁସାରେ,…

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି…

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ…