ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

cyber FRURD

STF କବଜାରେ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ…

ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ।ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ…

ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ…

ଭୁବନେଶ୍ବର: ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ ।  ଟ୍ଵିନସିଟିର ସ୍କୁଲରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ। କମିଶନରେଟ ପୁଲିସ ଲିଙ୍କରେ ଏହି ହ୍ବାଟସଆପ ଗ୍ରୁପ ରହିବ। ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ରାଜଧାନୀର ବିଭିନ୍ନ ସ୍କୁଲରେ…

ସାଇବର ଜାଲରେ ମହିଳା: ପାଟ ଶାଢ଼ୀ ଦେବାକୁ…

ଭୁବନେଶ୍ବର: ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ।  ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅନଲାଇନରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା । ଠକ ହ୍ଵାଟ୍ସଆପରେ ଶାଢୀ ଫଟୋ…

କ୍ରେଡିଟ୍ କାର୍ଡ ଭେରିଫିକେସନ ଆଳରେ…

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର ଲୁଟେରା । ଏଥର ସାଇବାର ଠକେଇର ଶିକାର ହେଇଛନ୍ତି ପୁଲିସ କର୍ମଚାରୀଙ୍କ ପତ୍ନୀ । ତାଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ନେଇଛନ୍ତି ସାଇବର ଲୁଟେରା ।ସୂଚନା ଅନୁଯାୟୀ, ଉକ୍ତ ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ଯ କରନ୍ତି।…

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧…

ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ…

ସାଇବର୍‌ ଏକ୍ସପର୍ଟଙ୍କୁ ପାଠ ପଢ଼ାଇଲା ଠକ

ଭୁବନେଶ୍ୱର: କଟକରେ ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକ ୭୪ ଲକ୍ଷ ଲୁଟି ନେବା ପରେ ଏହିଭଳି ଢଙ୍ଗରେ ଲୁଟିବା ପାଇଁ ବିଭିନ୍ନ ଲୋକଙ୍କୁ ଫୋନ୍‍ କରୁଛନ୍ତି ସାଇବର ଠକ। ରବିବାର ସାଇବର ଠକ ପ୍ରଶାନ୍ତ ସାହୁ ନାମକ ସାଇବର ଏକ୍ସପର୍ଟଙ୍କୁ ପାଠ ପଢ଼ାଇଛନ୍ତି।ପ୍ରଥମେ ସାଇବର ଠକ ତାଙ୍କ ଫୋନ୍‍ ନମ୍ବରକୁ ସିମ୍‍…

ଜଳେଶ୍ବରରୁ ସାଇବର୍ ଠକକୁ ଉଠାଇନେଲା…

ବାଲେଶ୍ବର : ବାଲେଶ୍ବରର ଜଳେଶ୍ବରରୁ ସାଇବର ଠକକୁ ଗିରଫ ଉଠାଇନେଲା ଦିଲ୍ଲୀ ପୁଲିସ। ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲି ଲୋକମାନଙ୍କ ତଥ୍ୟ ଚୋରୀ କରି ଠକୁଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ ଜଳେଶ୍ବରର ସନମୌୟ ପରିଡା ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ…