ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

cyber fraud

ଏୟାରପୋର୍ଟରେ ଚାକିରି ଦେବାକୁ କହି ୭…

ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି କରାଇ ଦେବାକୁ କିଛି ମେସେଜ୍‍ ଆପଣଙ୍କ ମୋବାଇଲ୍‍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର…

ମଲ୍‍, ପେଟ୍ରୋଲ ପମ୍ପରେ ଫୋନ୍‍ ନମ୍ବର…

ଭୁବନେଶ୍ୱର: ସ୍ମାର୍ଟ ଯୁଗରେ ସମସ୍ତଙ୍କ ହାତରେ ଅତ୍ୟାଧୁନି ସ୍ମାର୍ଟ ଫୋନ୍‍ ରହୁଛି। ଲୋକେ ଘରେ ବସି ଆଙ୍ଗୁଠି ଟିପ୍‍ ରେ ସବୁ କିଛି ଅନ୍‍ଲାଇନ୍‍ ମାଧ୍ୟମରେ କରୁଛନ୍ତି। ଅନ୍‍ଲାଇନ୍‍ ଖାଇବା ଅର୍ଡର ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏଭଳି ଅର୍ଡର କରିବା ସମୟରେ ଗ୍ରାହକ ନିଜର ସମସ୍ତ ତଥ୍ୟ ଦେଉଛି।…

ତିନି ଦିନ ଧରି ସାଇବର ଠକକୁ ଭୁଆଁ…

ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର…

ନାଇଜେରିଆନ ସାଇବର ଠକକୁ ଗିରଫ କଲା…

ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉକ୍ତ…

ଶସ୍ତାରେ ମେକପ୍‍ ସାମଗ୍ରୀ ଦେବା ଆଳରେ…

ଭୁବନେଶ୍ୱର: ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦେବାକୁ କହି ସାଇବର୍‍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍‍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି।ମିଳିଥିବା ସୂଚନା…

ଅଦୃଶ୍ୟ ଠକଙ୍କ କବ୍‍ଜାରେ ରାଜଧାନୀବାସୀ

ଭୁବନେଶ୍ୱର: ସାଇବର୍‍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍‍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍‍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍‍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ…

ରାଜଧାନୀରେ ନ୍ୟୁଡ୍ କଲ୍ କରି…

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ…

ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଠକେଇ:…

ଭୁବନେଶ୍ୱର: ଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ପଦାକୁ ଆସିଛି। ଶନିବାର ଗ୍ୟାଙ୍ଗ୍‍ର ଜଣେ ସଦସ୍ୟକୁ ଭୁବନେଶ୍ୱର ସାଇବର୍‍ କ୍ରାଇମ୍‍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି। ଗିରଫ ସାଇବର୍‍…

ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ…

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି…

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି…

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ…