Browsing Tag

cyber fraud

ଅଦୃଶ୍ୟ ଠକଙ୍କ କବ୍‍ଜାରେ ରାଜଧାନୀବାସୀ

ଭୁବନେଶ୍ୱର: ସାଇବର୍‍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍‍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍‍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍‍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ…

ରାଜଧାନୀରେ ନ୍ୟୁଡ୍ କଲ୍ କରି…

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ…

ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଠକେଇ:…

ଭୁବନେଶ୍ୱର: ଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ପଦାକୁ ଆସିଛି। ଶନିବାର ଗ୍ୟାଙ୍ଗ୍‍ର ଜଣେ ସଦସ୍ୟକୁ ଭୁବନେଶ୍ୱର ସାଇବର୍‍ କ୍ରାଇମ୍‍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି। ଗିରଫ ସାଇବର୍‍…

ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ…

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି…

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି…

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ…

ଅଥୟ କଲେଣି ଅଦୃଶ୍ୟ ଅପରାଧୀ; ଫେବୃଆରୀରେ…

ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା…

ନକଲି ସରକାରୀ ୱେବ୍‍ସାଇଟ୍‍ ରେ ଠକେଇ;…

ଭୁବନେଶ୍ୱର: ସାଇବର୍‍ ଠକ ଠକେଇ ପାଇଁ ନୂଆ ବିଭିନ୍ନ ସରକାରୀ ୱେବ୍‍ସାଇଟ୍‍ର ନକଲ କରି ଲୋକଙ୍କୁ ଧୋକା ଦେଉଛନ୍ତି। ଯେଉଁଥି ପାଇଁ ସାଧାରଣ ଜନତା ଏହାକୁ ଅସଲି ୱେବ୍‍ସାଇଟ୍‍ ଭାବି ଠକେଇର ଶିକାର ହେଉଛନ୍ତି। ରାଜଧାନୀରେ ୨୦୨୧ରେ ୭୦ରୁ ଊର୍ଦ୍ଧ୍ବ ସାଇବର ଠକେଇ ମାମଲା ହୋଇଥିବା ବେଳେ ୨୦୨୧ ବର୍ତ୍ତମାନ…

ଅଦୃଶ୍ୟ ଠକଙ୍କ ମାୟାଜାଲରେ ରାଜଧାନୀ;…

ଭୁବନେଶ୍ୱର: ଗତ ଦୁଇବର୍ଷ ଭଳି ଚଳିତବର୍ଷ ବି ସାଇବର ଅପରାଧୀଙ୍କ କାରନାମା ଥମୁନି। ଚୋରି, ଲୁଟ୍‍ପାଟ୍‍ ଠାରୁ ବଳିଗଲା ଅଦୃଶ୍ୟ ଠକଙ୍କ ଉତ୍ପାତ। ସାଇବର୍‍ ଠକଙ୍କ ଠକେଇରେ ଅଣନିଶ୍ୱାସୀ ପୁଲିସ ଓ ଜନତା। ସାଇବର ଥାନା ଓ ତଦନ୍ତକାରୀ ଅଧିକାରୀ ବି ଠକେଇକୁ ଦେଖି ବାଉଳା ହେଉଛନ୍ତି। ପ୍ରତିଦିନ ଠକେଇର ନୂଆନୂଆ…

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି …

ସ୍ପେଶାଲ ସ୍କ୍ୱାଡ୍ କବଜାରେ ସିମ୍‌କାର୍ଡ…

ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ…