Browsing Tag

Cyber Criminal

ରାଜଧାନୀରେ ନ୍ୟୁଡ୍ କଲ୍ କରି…

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ…

ଅଥୟ କଲେଣି ଅଦୃଶ୍ୟ ଅପରାଧୀ; ଫେବୃଆରୀରେ…

ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା…

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି …

ଅଥୟ କଲେଣି ସାଇବର୍‌ ଠକ; ତଥ୍ୟ ଚୋରି କରି…

ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ…

OLX ରେ ଘରଭଡ଼ା ଦେବାକୁ କହି ଠକେଇ

ଭୁବନେଶ୍ବର: ଓଏଲ୍‌ଏକ୍ସରେ ଘରଭଡ଼ାକୁ ଦେବାକୁ କହି ଜଣେ ଯୁବତୀଙ୍କଠାରୁ ଠକେଇ କରିଛି ସାଇବର ଠକେଇ ଶିକାର ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ। ତାଙ୍କ ଆକାଉଣ୍ଟରୁ ୮ହଜାର ଟଙ୍କା କଟିଯାଇଥିବା ସାଇବର ହେଲ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଦେଖ୍ ଘରଭଡ଼ା ନେବାକୁ ଇଚ୍ଛା ପ୍ରକାଶ…

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ…

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ…

ସାଇବର ଅପରାଧୀଙ୍କ ଜାଲରେ ଛାତ୍ର;…

କେନ୍ଦ୍ରାପଡା: ରାଜ୍ୟରେ ମାତିଛନ୍ତି ସାଇବର ଅପରାଧି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏଭଳି ଅପରାଧିଙ୍କ ଆତଙ୍କ । ମାତ୍ର କିଛି ସମୟ ମଧ୍ୟରେ ଆକାଉଣ୍ଟ ଶୂନ କରିଦେଉଛନ୍ତି ଏହି ଅପରାଧୀ । ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଛାତ୍ର । ଘରେ ବସି ଅନଲାଇନ ଜରିଆରେ ବ୍ୟବସାୟ କରି ଲକ୍ଷାଧିକ ଟଙ୍କା ରୋଜଗାର…

ସ୍ପେଶାଲ ସ୍କ୍ୱାଡ୍ କବଜାରେ ସିମ୍‌କାର୍ଡ…

ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ…

ହାଇଦ୍ରାବାଦରେ କ୍ରାଇମ, ଭୁବନେଶ୍ୱରରେ…

ଭୁବନେଶ୍ୱରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ୫ ଠକ କୁ ଗିରଫ କରିଛି । ହାଇଦ୍ରାବାଦରେ କ୍ରାଇମ କରିଥିଲେ, ବନ୍ଧାହେଲେ ଭୁବନେଶ୍ୱରରୁ । ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ…