ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Cyber Crime

ସାଇବର୍‌‌ ଠକଙ୍କ ‘ନିର୍ବାଚନୀ’ ଫାନ୍ଦ:…

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ। ଏହାର ଫାଇଦା ନେବାକୁ ସାଇବର୍‌‌ ଠକ ଏବଂ କିଛି ଦଲାଲ ଲାଗିପଡ଼ିଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଠକେଇର ଜାଲ ବିଛାଇଛନ୍ତି। ଲୋକେ ସହଜରେ ସାମାଜିକ ଗଣମାଧ୍ୟମରେ ଏହି ଫେକ୍‌‌ ବିଜ୍ଞାପନର ଶିକାର ହେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ସାଇବର୍‌‌ ଠକ ଏହାର ଫାଇଦା…

ଅନ୍‌‌ଲାଇନ ଟ୍ରେଡିଂ ଶିଖାଇବା ଆଳରେ…

ବ୍ରହ୍ମପୁର: ଅନଲାଇନ୍‌ରେ ଟ୍ରେଡିଂ ଶିକ୍ଷା ଦେବା ନାଁରେ ସାଇବର୍‌ ଠକମାନେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି।…

ଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ:…

ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ଟିକେ ହୋଇଯାନ୍ତୁ ସାବଧାନ। ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର।ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ - ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର…

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ…

ଭୁବନେଶ୍ୱର: ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ…

ମୋବାଇଲ ଟାଓ୍ବାର ସ୍ଥାପନ କରିବାକୁ କହି…

ବାରିପଦା: ପୁଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ଥିବା ବେଳେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ (୫୦) ସାଇବର ଠକାମୀର ଶୀକାର ହୋଇଥିବା ନେଇ ଥାନାରେ…

ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି କହି…

ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । କୋରିୟର ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି ।  ଟଙ୍କା ଦେଇ ମାମଲା ରଫା ଦଫା କରିବାକୁ ଠକ ଦେଉଛି ଅଫର ।  ଟଙ୍କା ନ ଦେଲେ ଗିରଫ ଭୟ ଦେଖାଉଛି ଠକ । ଠକେଇର ଶିକାର ହେଲେ ଭୁବନେଶ୍ବର ଜଣେ ମହିଳା ।ସଂପକ୍ତ…

ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି…

ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍‌‌ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍‌‌ବୁକ୍‌‌ ଓ ଟେଲିଗ୍ରାମ୍‌‌ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌‌ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍‌‌ରେ…

ଗୁଗଲରୁ ହେଲ୍ପଲାଇନ୍‌‌ ନମ୍ବର ଖୋଜୁଛନ୍ତି…

ଭୁବନେଶ୍ୱର: ଗୁଗଲରୁ ଫୋନ୍‌‌ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍‌‌ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍‌‌ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।ବାଇକ୍‌‌ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ…

ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ;…

ଭୁବନେଶ୍ୱର: ଏବେ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧୀ । ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ ମାସରେ ସାଇବର ଠକ ଲୁଟିଛନ୍ତି ୧୩ କୋଟି ଟଙ୍କା । ସେଥିରୁ ମାତ୍ର ୨ କୋଟି ୭୦ ଲକ୍ଷ ଫେରାଇ ଆଣିବାକୁ ସକ୍ଷ୍ୟମ ହୋଇପାରିଛି ପୋଲିସ । ବର୍ଷକରେ ଆସିଛି…

ଏୟାରପୋର୍ଟରେ ଚାକିରି ଦେବାକୁ କହି ୭…

ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି କରାଇ ଦେବାକୁ କିଛି ମେସେଜ୍‍ ଆପଣଙ୍କ ମୋବାଇଲ୍‍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର…