ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Cyber Attack

ବିକ୍ରି ହେଉଛି ତଥ୍ୟ; ସାଇବର୍‌‌ ଠକଙ୍କୁ…

ଭୁବନେଶ୍ୱର: ସର୍ବସାଧାରଣରେ ଫୋନ୍‌‌ ନମ୍ବର ଦେଉଥିଲେ ହୋଇଯାଆନ୍ତୁ ସତର୍କ। ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଗୋଲ୍‌‌ ହୋଇଯିବ। ସାଇବର୍‌‌ ଠକ ଲୋକଙ୍କୁ ବିଭିନ୍ନ ଉପାୟରେ ଫୋନ୍‌‌ ନମ୍ବର ନେଇ ଠକେଇ କରୁଛନ୍ତି। ଏଭଳି ଘଟଣା ଓଡ଼ିଶାର ଅନ୍ୟ ଜିଲ୍ଲା ସହ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଦେଖିବାକୁ…

ମଲ୍‍, ପେଟ୍ରୋଲ ପମ୍ପରେ ଫୋନ୍‍ ନମ୍ବର…

ଭୁବନେଶ୍ୱର: ସ୍ମାର୍ଟ ଯୁଗରେ ସମସ୍ତଙ୍କ ହାତରେ ଅତ୍ୟାଧୁନି ସ୍ମାର୍ଟ ଫୋନ୍‍ ରହୁଛି। ଲୋକେ ଘରେ ବସି ଆଙ୍ଗୁଠି ଟିପ୍‍ ରେ ସବୁ କିଛି ଅନ୍‍ଲାଇନ୍‍ ମାଧ୍ୟମରେ କରୁଛନ୍ତି। ଅନ୍‍ଲାଇନ୍‍ ଖାଇବା ଅର୍ଡର ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏଭଳି ଅର୍ଡର କରିବା ସମୟରେ ଗ୍ରାହକ ନିଜର ସମସ୍ତ ତଥ୍ୟ ଦେଉଛି।…

ରୁଷ୍‌-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ…

କିଭ୍‌(ଏଜେନ୍ସି): ରୁଷ୍‌-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ୍‌ ୟୁକ୍ରେନ ଏବଂ ଏହାକୁ ସମର୍ଥନ ଦେଉଥିବା ଦେଶ ଉପରେ ସାଇବର ଆକ୍ରମଣକୁ ତୀବ୍ର କରିଛି। ସିଷ୍ଟମ ହ୍ୟାକ୍‌ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। ଆମେରିକା ଏବଂ ଏହାର ସରକାରୀ କମ୍ପ୍ୟୁଟର…

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି …

ଅଥୟ କଲେଣି ସାଇବର୍‌ ଠକ; ତଥ୍ୟ ଚୋରି କରି…

ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ…

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ…

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ…

ପିଏନ୍‌ବି ସର୍ଭରରେ ସାଇବର ଆକ୍ରମଣ; ୧୮…

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (ପିଏନବି) ସର୍ଭରରେ ହୋଇଛି ସାଇବର ଆକ୍ରମଣ। ଏଥିରେ ହ୍ୟାକରମାନେ ବ୍ୟାଙ୍କର ବୈଷୟିକ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପ୍ରାୟ ୧୮ କୋଟି ଗ୍ରାହକଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ହ୍ୟାକରମାନେ ଦୀର୍ଘ ୭ ମାସ…