Browsing Tag

cuttack

ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀ…

କଟକ: ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଲେଶ୍ବରର ଭାଗବତ ମହାନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କଲେ ମୃତକଙ୍କ ସଂପର୍କୀୟ । କାଜୁଆଲୀଟିରୁ ବିନା ଅକ୍ସିଜେନରେ ମେଡିସିନ ଓ୍ବାର୍ଡକୁ ରୋଗୀଙ୍କୁ ପଠାଯାଇଥିବା ନେଇ ଅଭିଯୋଗ ହୋଇଛି । ଓ୍ବାର୍ଡରେ ଏକ…

କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…

କଟକ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ। କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ…

ଏସସିବି ମେଡିକାଲରେ ହେଲା ବିରଳ…

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର…

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ…

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ରାଜଶ୍ରୀ ମହିଳା ସିନିୟର ଦଳରେ ଖେଳୁଥିଲେ।…

ବିଶ୍ବ ଦେଖିଲା ହକି ବିଶ୍ବକପର ଭବ୍ୟ…

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ୨୦୨୩ର ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ହକି ବିଶ୍ୱକପ୍‌ ପାଇଁ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମୁଖ୍ୟ ଅତିଥି ଭାବେ ଯୋଗ ଦୋଇଥିବା ବେଳେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, FIH…

ପୋଲିସ କବଜାରେ BSKY କାର୍ଡ ରାକେଟ;…

କଟକ : ପୋଲିସ କବଜାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରାକେଟ । ରାକେଟକୁ ଧରିଲା ବାୟାଳିଶ ମୌଜା ଥାନା ପୋଲିସ । ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍‌ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଛି । ବିଏସକେୱାଇ ହିତାଧିକାରୀମାନଙ୍କୁ…

କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ…

ଭୁବନେଶ୍ବର: 4G ରୁ 5G ହେଲା ଓଡ଼ିଶା। ଆଜିଠୁ ଓଡ଼ିଶାରେ ଶୁଭାରମ୍ଭ ହେଲା 5G ସେବା। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ମଡେଲ ଅଛି। ଏହାର ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି,…

ଶୈଳେନ୍ଦ୍ରନାଥ ଜେନାଙ୍କ ନିର୍ମମ ହତ୍ୟା…

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହିପପୁର ପାଟୁଳିସାହି ଗାଁ ନିକଟରେ କଟକର LIC ଏଜେଣ୍ଟ ଶୈଳେନ୍ଦ୍ର ନାଥ ଜେନାଙ୍କୁ ହତ୍ୟା କରି ପୋଡି ଦେବା ଘଟଣା। ପୋଲିସର ଚାରିଆଡେ ଛାନ୍ନ ଭିନ୍ନ ପରେ ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ତାର ବାପା ଭାବ ସାହୁ ଦୁହେଁ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ…

୪ ଫୁଟ୍‍ ଉଚ୍ଚକୁ ଉଠିଲା କଟକ ଫ୍ରେଣ୍ଡସ…

କଟକ: ମନ୍ଦିର ଲିପ୍ଟିଂ କରାଯିବା ଘଟଣା ରାଜ୍ୟ ବାହାରେ ଯଦିଓ ଦେଖିବାକୁ ମିଳିଥିଲା, କଟକ ସହରରେ ଏହି କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି। ଫ୍ରେଣ୍ଡ୍‍ସ କଲୋନୀସ୍ଥିତ ଦୀର୍ଘ ୫୦ ବର୍ଷର ପୁରାତନ ମନ୍ଦିରକୁ ଆଧୁନିକ ଜ୍ଞାନ କୌଶଳରେ ୪ ଫୁଟ୍‍ ଉଚ୍ଚତାକୁ ଉଠାଯାଇଛି। ଯଦିଓ ଏଭଳି ଲିପ୍ଟିଂ କରାଯିବାରେ ଅନେକ ବିପଦ…

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍‍…

କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ…