Browsing Tag

CTC

୫ ମହାନଗରବାସୀଙ୍କୁ ମିଳିବ ଭୂମି ଅଧିକାର:…

ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ…

ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ

କଟକ: ପାରିବାରିକ କଳହରୁ କଟକରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ ଘଟିଛି। ମୃତକ ସାନ ଭାଇର ନାଁ ସଫିଉଲ୍ଳା ଖାନ ହୋଇଥିବା ବେଳେ ବାଉଁଶ ଗଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା…

ଏକ ତରଫା ପ୍ରେମରୁ ବିଚ୍ ରାସ୍ତାରେ ଜଣେ…

କଟକ: କଟକ ସଦରଥାନା ପ୍ରତାପନଗରୀ ନିକଟର ଘଟିଛି ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଥିବା ସୂଚନା । ବିଚ୍ ରାସ୍ତାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଯୁବକ ଜଣକ…

ଅମାନବୀୟ କାଣ୍ଡ: କରଜ ଟଙ୍କା ନ…

ଭୁବନେଶ୍ବର: କଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ନିଆଯାଉଥିବା ଭିଡିଓ ଭାଇରାଲ ହେଉଛି। ଏଭଳି ଅଭାବନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ କରଜ ନେଇଥିବା ଟଙ୍କା ଫେରାଉ ନ ଥିବାରୁ ଏହି…

ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ…

ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ।…

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ…

କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପରିସରସ୍ଥ ଲିନାକ କୋଠାରେ ଥିବା ପେଟ୍‍ ସିଟି ସ୍କାନ୍‍ ମେସିନ୍‍, ନୂତନ ଆଇପିଡି ଏବଂ ଆଇସିୟୁ ଗୃହର ଗୁରୁବାର ଲୋକାର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସମୟରେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ଯୋଗଦେଇ ନୂତନ ପ୍ରକଳ୍ପଗୁଡ଼ିକର…

କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି…

କଟକ: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ବିଭିନ୍ନ ହସ୍ତକଳା ବ୍ୟବସାୟ ଓ ବ୍ୟବସାୟୀମାନଙ୍କୁ ପ୍ରାଥମିକତା…

ସରିଲା ଦଶହରା: ଆଜି ବିଦାୟ ନେବେ ମାଆ,…

ଭୁବନେଶ୍ୱର: ସରିଲା ଦଶହରା। ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେବେ ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ଦୁଇବର୍ଷର କରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ହେବ ମାଆଙ୍କର ବିସର୍ଜନ । ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୁଲିସ । ବିସର୍ଜନ ପାଇଁ…

କଟକରେ ନକଲି ମେଡିସିନ ପରେ ଆସିଲା…

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ। ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆଜି…

କଟକରୁ ପୁଣି ଜବତ ହେଲା ନକଲି ଔଷଧ

କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ…