ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Cryptocurrency

ଆୟକର ବିଭାଗର ମାର୍ଗଦର୍ଶିକା ଜାରି:…

ନୂଆଦିଲ୍ଲୀ: ଏଣିକି ଭର୍ଚୁଆଲ୍‌ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋକରେନ୍ସି କାରବାର ଉପରେ ନିବେଶକମାନଙ୍କୁ ପ୍ରତ୍ୟେକ କାରବାରରେ ଉତ୍ସରୁ ଟିକସ ବାଦ୍‌ ବା ଟିଡିଏସ୍‌ ଦେବାକୁ ପଡିବ। ଏହି ନୂଆ ନିୟମ ଆସନ୍ତା ଜୁଲାଇଠାରୁ ଲାଗୁ କରାଯିବ। ବର୍ତ୍ତମାନ ଜୁଲାଇ ପହିଲାରୁ ୧ ପ୍ରତିଶତ ଟିଡିଏସ୍‌କୁ କ୍ରିପ୍ଟୋ…

କ୍ରିପ୍ଟୋ ନିବେଶକଙ୍କୁ ଝଟକା : ଏକ…

ନୂଆଦିଲ୍ଲୀ : କ୍ରିପ୍ଟୋ ବଜାରରେ ଝଡ। ଏକ ସପ୍ତାହରେ ନିବେଶକଙ୍କର ବୁଡିଲା ୨୨ ଲକ୍ଷ କୋଟି ଟଙ୍କା। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ୧୯୦୦୦ ଡଲାର ତଳକୁ ଖସିଛି। ୨୦୨୦ ଡିସେମ୍ୱର ପରେ ବିଟକଏନ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏପରିକି…

ସଂସଦୀୟ କମିଟିକୁ ଆର୍‌ବିଆଇର ସୂଚନା :…

ମୁମ୍ବଇ : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ହୋଇପାରେ। ଏହାଭାରତର ସାର୍ବଭୌମ ହିତ ବିରୁଦ୍ଧରେ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସଂସଦୀୟ କମିଟିକୁ କହିଛି। ସୂଚନାଯୋଗ୍ୟ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୂର୍ବତନ ଅର୍ଥମନ୍ତ୍ରୀ…

୨୪ ଘଣ୍ଟାରେ ୭୧,୮୪୩ ଟଙ୍କା ଖସିଲା ବିଟ୍‌…

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରମୁଖ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ମୂଲ୍ୟରେ ଏକ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ଏହି ସମୟରେ ବିଟ୍‌ କଏନ୍‌ ମୂଲ୍ୟରେ ୭୧,୮୪୩ ଟଙ୍କା ହ୍ରାସ ଘଟିଛି। ରବିବାର ଅପରାହ୍ନ ୩ଟାରେ ୧.୭୭ ପ୍ରତିଶତ (୨୪ ଘଣ୍ଟା ମଧ୍ୟରେ) ୩୯.୮୦…

ଶୀତ ଅଧିବେଶନରେ ଆସିପାରେ…

ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଏହି ବିଲ୍‌ର ନାମ ‘କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧'। ଦେଶର ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ।…