ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Crude Oil

ତୈଳ ବିପଣନ କମ୍ପାନୀଙ୍କ ଚିନ୍ତା ବଢ଼ିଲା,…

ନୂଆଦିଲ୍ଲୀ: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ୯୦ ଡଲାର ପାର୍‌ କରିଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡ୍‌ ପେଟ୍ରୋଲିୟମ ବ୍ୟାରେଲ ପିଛା ମୂଲ୍ୟ ୯୧ ଡଲାର ଛୁଇଁବା ପରେ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଗତ ୬ ମାସ ମଧ୍ୟରେ ଏବଂ ଅକ୍ଟୋବର ପରେ ଅଶୋଧିତ ତେଲର ଏହା ହେଉଛି…

ଆଶୋଧିତ ତୈଳ ବ୍ୟାରେଲ ପିଛା ୧୧୦ ଡଲାର…

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ବଜାରରେ ଲଗାତାର ଭାବେ ଆଶୋଧିତ ତୈଳ ଦର ବୃଦ୍ଧି ଘଟିବାରେ ଲାଗିଛି। ଯଦି ଦୀର୍ଘ ଦିନ ଧରି ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୧୦ ଡଲାର ରୁହେ, ତେବେ ଏହା ଭାରତର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୋର୍ଗାନ୍‌ ଷ୍ଟାନ୍‌ଲେ…

ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ୧୧%…

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି…

ଜି-୭ ଗୋଷ୍ଠୀର ‘ପ୍ରାଇସ୍‌କ୍ୟାପ୍‌’କୁ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଅର୍ଥନୀତିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଜି-୭ ରାଷ୍ଟ୍ର(ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଇଟାଲୀ, ଜର୍ମାନୀ, ଜାପାନ) ରୁଷର ପେଟ୍ରୋଲିୟମ ରପ୍ତାନି ଉପରେ ‘ପ୍ରାଇସକ୍ୟାପ୍‌’ ଲାଗୁ କରିଛନ୍ତି। ଅର୍ଥାତ୍‌ ଏହି ରାଷ୍ଟ୍ରମାନଙ୍କ ଦ୍ବାରା…

ହ୍ରାସ ପାଉଛି ଅଶୋଧିତ ତୈଳ ମୂଲ୍ୟ, ତଥାପି…

ୱାଶିଂଟନ୍‌(ଏଜେନ୍ସି): ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଅଶୋଧିତ ତୈଳ ଦର। ରବିବାର ଅଶୋଧିତ ତୈଳ ମୂଲ୍ୟରେ ବୃହତ ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୨ ପ୍ରତିଶତ ହ୍ରାସ ପରେ ଏହା ବ୍ୟାରେଲ ପିଛା ୮୩.୬୩ ଡଲାର ଏବଂ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌…

ଋଷିଆରୁ ଶସ୍ତା ଦରରେ ବିପୁଳ ପରିମାଣର ତେଲ…

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ…

ଅଶୋଧିତ ତେଲ ୮୦ ଡଲାର ତଳକୁ ଖସିଲା ପରେ…

ଲଣ୍ଡନ୍‌: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆମେରିକୀୟ ଫେଡେରାଲ ରିଜର୍ଭ ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ସ୍ୱିସ୍ ବ୍ୟାଙ୍କ ସେମାନଙ୍କର ପ୍ରମୁଖ ସୁଧ ହାର ବୃଦ୍ଧି କରିଛନ୍ତି। କାରଣ ସାରା ବିଶ୍ବକୁ ଏବେ ମାନ୍ଦାବସ୍ଥା ଚିନ୍ତା ଘାରିଛି। ବିଶ୍ବ ବଜାରରେ ହ୍ରାସ ଘଟିବାରେ ଲାଗିଛି ଅଶୋଧିତ ତେଲ…

୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି :…

ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ…

୯ ମାସର ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବକୁ ଘାରିବାରେ ଲାଗିଛି ମାନ୍ଦବସ୍ଥା ଭୟ। ଆମେରିକାଠାରୁ ଆରମ୍ଭ କରି ଚୀନ୍‌ ଏବଂ ବିଶେଷ କରି ୟୁରୋପୀୟ ଦେଶଗୁଡିକରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପଦଧ୍ବନୀ। ଏହାର ପ୍ରଭାବରେ ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ହ୍ରାସ ଘଟିବାରେ…