ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

cricket

ସୀମିତ ଓଭର କ୍ରିକେଟ: ସ୍ଥାୟୀ ହେବ…

ଦୁବାଇ: ସୀମିତ ଓଭର କ୍ରିକେଟ ଅର୍ଥାତ ଦିନିକିଆ ଓ ଟି-୨୦ ଫର୍ମାଟ୍‌‌ରେ ଷ୍ଟପ୍‌‌ କ୍ଲକ୍‌‌ ନିୟମ ସ୍ଥାୟୀ ଭାବେ ଲାଗୁ କରାଯିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହି ଦୁଇ ଫର୍ମାଟ୍‌‌ରେ ସମୟର ପ୍ରବନ୍ଧନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଷ୍ଟପ କ୍ଲକ ନିୟମ ଅନୁସାରେ…

ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍,…

ମୁମ୍ବାଇ: କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହେଲା କ୍ରିକେଟ। ୧୨୮ ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି ।…

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା…

ଲସ୍‌‌ଏଞ୍ଜେଲ୍ସ: ଆମେରିକାର ଲସ୍‌‌ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍‌‌ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ସ୍ପୋର୍ଟ୍ସ ଭାବେ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଏ ସମ୍ପର୍କରେ ସୋମବାର ଲସ୍‌‌ ଏଞ୍ଜେଲ୍ସ ଅଲିମ୍ପିକ୍‌‌ ଆୟୋଜନ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ…

ଆଜିଠାରୁ କ୍ରିକେଟ ବିଶ୍ୱକପ୍‌‌:…

ଅହମ୍ମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର…

ଏସିଆ କପରେ ଆଜି ହାଇଭୋଲଟେଜ ଟକ୍କର;…

ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ…

ଲକ୍ଷ୍ନୌ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ । ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ବିଜୟ ପରେ ଆଜି ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ ।…

ଟି -୨୦ ବିଶ୍ୱ କପ୍‌ରୁ ଯଶପ୍ରୀତ ବୁମରା…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ…

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ:…

ହରାରେ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଠାରେ ଚାଲିଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଜିମ୍ବାୱେ ଦଳ ଆଦୌ ଭଲ ଖେଳିପାରୁ ନାହିଁ। ଏହି ଦଳ ନିକଟରେ ନା…

କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଶୁଭ…

ଲୌସାନେ: କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଏକ ଶୁଭ ଖବର। ବିଶ୍ୱର ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୨୦୨୮ ସଂସ୍କରଣରେ ଏହି ଖେଳକୁ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୮ରେ ଲସଏଞ୍ଜେଲ୍ସ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜିତ ହେବ। ଏହି କ୍ରୀଡ଼ା ଲାଗି କ୍ରିକେଟ ସମେତ ୮ଟି ଖେଳକୁ…

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦;…

ଡବ୍‍ଲିନ୍‍(ଏଜେନ୍ସି): ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୨ ମ୍ୟାଚ୍‍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜ୍‍ ଏଠାରେ ରବିବାରଠାରୁ ଆରମ୍ଭ ହେବ। ଏଠାରେ ରବିବାର ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟମାନଙ୍କୁ ବାଦ୍‍ ଦେଇ ଏହି…