ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

cowin

ଏଣିକି କୋଭିଡ ଟିକା ନେବା ଲାଗି ଆଉ…

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର ।…

ପରିବର୍ତ୍ତନ ହେଲା କୋଭିସିଲ୍ଡ ଦ୍ୱିତୀୟ…

କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ…

ଆଜି ସନ୍ଧ୍ୟାରୁ ୧୮-୪୪ ବର୍ଷ ବୟସ ପାଇଁ…

ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା ।…

ଟିକା ପାଇଁ କିପରି କରିବେ ପଞ୍ଜିକରଣ…

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ଘରୋଇ ଡାକ୍ତରଖାନାରେ ଡୋଜ ପିଛା ୨୫୦ ଟଙ୍କା ମୂଲ୍ୟରେ କରୋନା ଟିକା ଉପଲବ୍ଧ କରାଇଛନ୍ତି। ବର୍ତ୍ତମାନ ଆପଣ ନିଜେ କରୋନା ଟିକା ପାଇଁ ଆବେଦନ କରିପାରିବେ। କୋରୋନା ଟିକା ପାଇଁ କୋ-ୱାଇନ (CoWIN ) ୱେବସାଇଟକୁ ଯାଇ ପଞ୍ଜୀକରଣ କରାଇବାକୁ ପଡ଼ିବ। ଏହି ପଞ୍ଜିକରଣ ଆପଣ କିପରି…