ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

covid

ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ୮ଟି…

ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ…

ବିଧାନସଭାରେ ପସିଲା କରୋନା : ସଚିବ ଓ…

ଭୁବନେଶ୍ବର : ବିଧାନସଭାରେ ପସିଲା କରୋନା । ବିଧାନସଭା ସଚିବ କରୋନା ପଜିଟିଭ୍ ହୋଇଛନ୍ତି । ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।ବୁଧବାର ବିଧାନସଭାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ…

ରାଜ୍ୟରେ ଆଜି ୨୭୦ କରୋନା ଆକ୍ରାନ୍ତ…

ଭୁବନେଶ୍ବର : ରାଜ୍ୟରେ ତଳ ଉପର ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୫୭ ଜଣ । ସେହିପରି ୧୫୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ…

୪କୋଟି ୩ଲକ୍ଷ ନେଲେଣି ଟିକା : ଖୁବଶୀଘ୍ର…

ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ…

ଆସନ୍ତାକାଲିଠୁ ଗାଁ ଗାଁ ବୁଲି ଟିକା…

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ…

ଖସୁଛି କରୋନା ଗ୍ରାଫ : ଆଜି ରାଜ୍ୟରୁ…

ଭୁବନେଶ୍ବର : ତୃତୀୟ ଲହରକୁ ବିଶେଷଜ୍ଞ ଓ କେନ୍ଦ୍ର ସରକାରଙ୍କର ପୂର୍ବାନୁମାନକୁ ନେଇ ଆଶଙ୍କା ଦୂର ହେଉ ନାହିଁ। ତେବେ ଏହି ଭୟ ଓ ଆଶଙ୍କା ଭିତରେ ଦୈନିକ ସଂକ୍ରମଣରେ ହ୍ରାସ ଆଶ୍ବସ୍ତି ଦେଇଛି। ରାଜ୍ୟରେ ଦୈନିକ ଆକ୍ରାନ୍ତ ଓ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବହୁତ କମିଛି। ବୁଧବାର ସକାଳ ସୁଦ୍ଧା ୨୮…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ…

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା…

ଆସୁଛି ତୃତୀୟ ଲହର, ଶିଶୁଙ୍କ ପାଇଁ ଘାତକ!

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶ ମହାସଙ୍କଟ ଦେଇ ଗତି କରୁଥିବା ବେଳେ ମହାମାରୀର ତୃତୀୟ ଲହର ଆଶଙ୍କା ନେଇ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ। ବୁଧବାର ଏ ସମ୍ପର୍କରେ ଚେତାବନୀ ଜାରି ସେ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ…

ଅପରାହ୍ନ ୪ଟା ୩୦ରେ ବଡ ଘୋଷଣା କରିବେ…

ଭୁବନେଶ୍ୱର, ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ. ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି ।ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି ବେଳେ ୮୦୦୦ରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି…

ଶ୍ମଶାନରେ ଜାଗାନାହିଁ, ଫୁଟପାଥ୍‌ରେ…

ନୂଆଦିଲ୍ଲୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ଯେତିକି ତଥ୍ୟ ଦେଉଛନ୍ତି ତାହାଠାରୁ ଅଧିକ ୫ ଗୁଣ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏଥିଯୋଗୁଁ ଶ୍ମଶାନ ଏବଂ କବରସ୍ଥାନ ଗୁଡିକରେ ସ୍ଥାନାଭାବ ଦେଖାଦେଇଛି। ଲୋକେ ରାସ୍ତାକଡରେ ଅନ୍ତିମ…