ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid Warriors

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା:…

ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ…

କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ…

ଭୁବନେଶ୍ୱର:କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଭୟବହତା ଭିତରେ ସେବା ଜାରି ରଖିଥିବା ସ୍ୱର୍ଗତ ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ ଦେହାନ୍ତ…

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା : ଅସହାୟ ଓ…

ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ…

ଭିନ୍ନ ଭାବେ ସକ୍ଷମ ମେରୀ ଜୟନ୍ତୀ

ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର…

ମହାମାରୀ କରୋନାର ଦ୍ୱିତୀୟ ଲହରରେ ଯାଇଛି…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।ବିହାରରେ…