ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid vaccine

ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି…

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ…

ଆସନ୍ତାକାଲିଠୁ ଗାଁ ଗାଁ ବୁଲି ଟିକା…

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ…

ଆଜିଠୁ ରାଜ୍ୟବ୍ୟାପୀ ସେରୋ ସର୍ଭେ, ୧୨…

ଭୁବନେଶ୍ୱର: ଆଜିଠୁ ପର୍ଯ୍ୟାୟକ୍ରମେ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ଅବା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍‍ଆରସି) ଏହି ଟେଷ୍ଟ କରିବ। ଏଥିରେ ଆରଏମ୍‍ଆରସି ଦଳକୁ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ…

ଏଣିକି ହ୍ୱାଟସ୍‌ଆପରେ ହୋଇପାରିବ ଟିକା…

ନୂଆଦିଲ୍ଲୀ : ମହାମାରୀ କରୋନା ବିରୋଧରେ ଚାଲିଛି ଟିକାକରଣ ଅଭିଯାନ। ସମଗ୍ର ଦେଶବାସୀ ଟିକା ନେଇ କରୋନାକୁ ପ୍ରତିହତ କରିବାକୁ ମଧ୍ୟ ଆଗଭର ହୋଇ ଆଗେଇ ଆସୁଛନ୍ତି। ତେବେ ଟିକା ନେବା ପାଇଁ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବାକୁ ଥିବା ଲୋକ କ୍ବୋଇନ୍‌…

ଟ୍ରିପଲ ଡୋଜ୍‌ ଜାଇକୋଭ-ଡିକୁ ଜରୁରିକାଳୀନ…

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି ।…

ଗଞ୍ଜାମ, ରାୟଗଡ଼ା, କୋରାପୁଟର ସେରୋ…

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ କିଛି ସନ୍ତୋଷଜନକ ଖବର ଆସିଛି। ଚତୁର୍ଥ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେରେ ଅଧିକାଂଶ ଲୋକ ଏପରିକି ଛୋଟ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆରଏମ୍‍ଆରସି ପକ୍ଷରୁ ଗଞ୍ଜାମ, କୋରାପୁଟ ଏବଂ ରାୟଗଡ଼଼ା ଜିଲ୍ଲାରେ କରାଯାଇ ଥିବା ସେରୋ…

ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ…

ନୂଆଦିଲ୍ଲୀ: ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ସେପ୍ଟେମ୍ବର ସୁଦ୍ଧା ହେବ ଶିଶୁଙ୍କ ଟିକାକରଣ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି…

ଓଡ଼ିଶା ଆସିଲା ରୁଷୀୟ ଟିକା…

କରୋନାରୁ ବଞ୍ଚିବା ପାଇଁ ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା…

ଫାଇଜର ଟିକାକୁ ଭାରତରେ ଖୁବ ଶୀଘ୍ର…

ନୂଆଦିଲ୍ଲୀ: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା…

ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ…

ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର…