ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid Vaccination

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ:…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ…

ଟିକାକରଣରେ ଇତିହାସ ରଚିଲା ଭାରତ, ଦେଶରେ…

ନୂଆଦିଲ୍ଲୀ : କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ। ଆଜି ସୁଦ୍ଧା ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଉତ୍ସବ ପାଳନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟାଜନ କରି ଯେଉଁମାନେ ଟୀକାକରଣରେ ସହଯୋଗ କରିଥିଲେ…

ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ: ୨…

ଭୁବନେଶ୍ୱର: ରାଜ୍ୟରେ କରୋନା ହରାଇବା ପାଇଁ ଟିକାକରଣ ଜୋରଦାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯…

ଟିକା ପାଇଁ ଠେଲାପେଲା; ରାତି ଅଧରୁ ଟିକା…

କେନ୍ଦୁଝର: ଟିକା ପାଇଁ ଲାଇନରେ ପଥର ରଖି ଲୋକଙ୍କର ଘଣ୍ଟା ଘଣ୍ଟାର ଅପେକ୍ଷା। ଲୋକେ ରାତି ଅଧରୁ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ମହିଳାମାନେ ଛୋଟ ଛୁଆଙ୍କୁ ନେଇ ଟିକାକରଣ କେନ୍ଦ୍ର…

ବିଶ୍ୱର ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ…

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ…

ରାଜଧାନୀ ଭୁବନେଶ୍ୱରରେ ହୋଇଛି ଶତ…

ଭୁବନେଶ୍ୱର: ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ ।…

କେନ୍ଦ୍ର ଟିକା ଯୋଗାଇଲେ ଓଡ଼ିଶାରେ ୪ ରୁ…

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି । ଆଗାମୀ ୪ ରୁ ୫ ମାସ ମଧ୍ୟରେ…

ଟିକାକରଣ କ୍ଷେତ୍ରରେ ଓଡ଼ିଶାର ନୂଆ…

ଭୁବନେଶ୍ବର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ରାଜ୍ଯରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ଯ ୧କୋଟି ପାର କରିଛି। ଟିକାକରଣ ଦିଗରେ ଓଡ଼ିଶା ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛି କହିଲେ କମ ହେବନି।…

ଟିକା ଅଭାବରୁ ଆଜି ରାଜ୍ୟର ୧୭ ଜିଲ୍ଲାରେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ଯେଉଁଥିପାଇଁ ଆଜି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି । ଟିକା ଅଭାବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟକୁ ଗୁରୁବାର ଦିନ ୧ଲକ୍ଷ ଡୋଜ୍‌ ଟିକା ଆସିଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର,…

କରୋନା ଟିକା ନନେବା ପାଇଁ ଆଧାର କାର୍ଡ…

ନୂଆଦିଲ୍ଲୀ: ମହାମାରୀ ଭୁତାଣୁଠାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି କରୋନା ଟିକା। ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଲୋକେ ଏବେ କରୋନାରୁ ବଞ୍ଚିବା ପାଇଁ ବହୁ ସଂଖ୍ୟାରେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି। କିନ୍ତୁ କିଛି ଗୁଜବ ଏବେ ଟିକା ଏବଂ ଲୋକଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା…