ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid Guideline

ଖସୁଛି ସଂକ୍ରମଣ କୋହଳ ହେଉଛି କଟକଣା:…

ଭୁବନେଶ୍ବର: ରାଜ୍ଯରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏ ଜାରି ରହିବ । ପୂର୍ବପରି କାଟେଗୋରୀ B’ରେ ନାଇଟ କର୍ଫ୍ଯୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ହେଲେ ଏହି ଆଂଶିକ ଲକଡାଉନ ସମୟରେ ରାଜ୍ଯସରକାର କଟକଣାକୁ ସାମାନ୍ଯ କୋହଳ କରିଛନ୍ତି। ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି।  ସମସ୍ତ କାମ କରୋନା କଟକଣା…

କଟକଣାକୁ ବେଖାତିର, ପୁଣି ସିଲ୍ ହେଲା…

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି' ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ' କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା…

କୋଭିଡ କଟକଣାକୁ ଫୁ; କଲେଜରେ ପରୀକ୍ଷା…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଝାଡେଶ୍ବର ଏଜୁକେଶନାଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଝାଡେଶ୍ବର ଯୁକ୍ତ ଦୁଇ କଲେଜରେ ଆଜି ଦୁଇଶହ ପାଖାପାଖି ଛାତ୍ରଛାତ୍ରୀ ଙ୍କୁ ନେଇ ପରୀକ୍ଷା ସହ ପ୍ରାକ୍ଟିକାଲ ଚାଲିଥିବା ବେଳେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ କଲେଜ କର୍ତ୍ତୃପକ୍ଷଙ୍କ…

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟକୁ ପୁଣି…

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁନାହାନ୍ତି ରାଜଧାନୀବାସି । କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା। କରୋନା କଟକଣାକୁ ଉଲଘଂନ କରିଥିବାରୁ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ…

କୋଭିଡ ନିୟମ ଉଲ୍ଲଙ୍ଘନ: ୧୦…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ଥାନା ପୁଲିସ ଉଠାଇ ନେଇ ପ୍ରତିଷ୍ଠାନକୁ ସିଲ କରିଦେଇଛି। ପୁଲିସ ପକ୍ଷରୁ ସଚେତନ କରାଯିବା ପରେ ବି ସହରର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବାରମ୍ବାର କୋଭିଡ…

ଅମାନିଆଙ୍କୁ ନିସ୍ତାର ନାହିଁ: ୨ ମାସରେ…

ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ସୁଧିରିବାରେ ଲାଗିଛି । ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ…

କରୋନା କଟକଣା କୋହଳ କରାଯିବାକୁ ନେଇ…

ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘WHO’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।ସମ୍ପ୍ରତି ଦେଶରେ କରୋନା…

ବିବାହ ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ…

ମହାମାରୀ କରୋନା ସଂକ୍ରମଣର ଭୟାଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ବିବାହ କାର୍ଯ୍ୟ ପାଇଁ କେତେ ଲୋକ ଯୋଗ ଦେବେ ତାହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ମାତ୍ର ୫୦ ଜଣ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନିୟମ ରହିଛି । ମାତ୍ର କିଛି ଅମାନିଆ ଅଛନ୍ତି…

ବଜାରରେ କାହିଁକି ବୁଲୁଛୁ ପଚାରିବାରୁ…

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ…

ଲକଡାଉନରେ କେବଳ ଆଇ କାର୍ଡ ଦେଖାଇଲେ…

ଏଥର ଅମାନିଆ ହେବେ ସାବାଡ଼ । ଲକଡାଉନରେ ଚେକିଂକୁ ଆହୁରି କଡାକଡି କରିବା ପାଇଁ ପୋଲିସ କମିଶନର ଆଣିଲେ ନୂଆ ନିୟମ । ଲକଡାଉନରେ କେଉଁମାନେ ଆସିପାରିବେ ଅଫିସ ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର । ପରିଚୟପତ୍ରର ଦୁରୁପଯୋଗ କରି ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ…