ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Covid Guideline

ଆଜିଠୁ ରାଜ୍ୟର ସହରାଞ୍ଚଳରେ ନାଇଟ୍…

କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା…

କୋଭିଡ କଟକଣାକୁ ଫୁ: ବଡ଼ଦିନ ଉପଲକ୍ଷେ…

ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା…

ଆସିଲା ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ…

ଭୁବନେଶ୍ବର: ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା । ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨  ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରିଛନ୍ତି। କେବଳ କୋଭିଡ କଟକଣା ଭିତରେ ବାହାଘର…

ଆସିଲା ଡିସେମ୍ବର ମାସ ପାଇଁ ନୂଆ କୋଭିଡ…

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ…

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯…

ଆଜିଠୁ ରାତି ୮ଟାରୁ କର୍ଫ୍ୟୁ

ଭୁବନେଶ୍ବର : ଦଶହରା ଭିଡ଼କୁ ନଜରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ରାତ୍ରି କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ କରୋନା ଜନିତ ରାତ୍ରି କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିଲା। ଆଜିଠାରୁ କଟକ ଓ ଭୁବନେଶ୍ବର ମହାନଗରର ମଣ୍ଡପଗୁଡ଼ିକରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି।…

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ…

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି…

ଆସିଲା ସେପ୍ଟେମ୍ବର ମାସ ପାଇଁ ନୂଆ…

ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ କରୋନା ଗାଇଡଲାଇନ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ସପ୍ତାହନ୍ତ ସଟଡାଉନ ହଟିବା ସହିତ ବଦଳିଛି ନାଇଟ୍ କର୍ଫ୍ୟୁର ସମୟ । ଆଜି ନୂଆ କୋଭିଡ ଗାଇଡଲାଇନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ…

କୋଭିଡ ନିୟମ ଉଲ୍ଲଂଘନ: ୭ ଦିନରେ ଦେଢ଼…

କଟକ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପୁଲିସ ଡିଜିପିଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ସମୀକ୍ଷାରେ କୋଭିଡ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ କଟକଣା କୋହଳ ସତ୍ତ୍ବେ ପୁଲିସ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି…

ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ…

ଭଦ୍ରକ: ଦୀର୍ଘ ଦିନ ପରେ ଆସନ୍ତା ୨୩ ତିରଖରୁ ଅର୍ଥାତ ସୋମବାର କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।…