ପୁଣି ଚିନ୍ତା ବଢାଇଲା କରୋନା: ଚୀନରେ…
ଚୀନ: ପୁଣି ଚିନ୍ତା ବଢାଇଲା କରୋନା । ବର୍ତ୍ତମାନ ଚୀନରେ କରୋନା ସ୍ଥିତି ସଙ୍ଗୀନ ରହିଛି। କୋଭିଡ କଟକଣାରେ କୋହଳ ହେବା କାରଣରୁ ପୁଣି ଚୀନରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାର ହେବାର ସମ୍ଭାବନା ରହିଛି। ତେବେ ଭାରତର ସ୍ଥିତି ଭଲ ରହିଛି। ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ…