ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

COVID-19 Omicron variant

ଭାରତରୁ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି…

ଓଡ଼ିଶାରେ କାୟା ମେଲାଉଛି ଓମିକ୍ରନ :…

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଅାଜି ରାଜ୍ୟରୁ ଆଉ ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍‍ ।…

ରାଜ୍ୟରୁ ଆଜି ଚିହ୍ନଟ ୨୩ ଓମିକ୍ରନ…

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ରାଜ୍ୟରୁ ଆଉ ୨୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି ।…

କର୍ଣ୍ଣାଟକରୁ ପୁଣି ଚିହ୍ନଟ ହେଲେ ଆଉ ୫ଜଣ…

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି…

ଓମିକ୍ରନ ଓ ଡେଲ୍‌ଟା ମିଶି ସୃଷ୍ଟି…

ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ…

ଓମିକ୍ରନ ଆଣିବ ୩ୟ ଲହର, ଫେବୃଆରୀରେ…

ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି…

ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ…

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ୧୧ ଟି ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ।…

ପଶ୍ଚିମବଙ୍ଗରେ ୭ ବର୍ଷର ଶିଶୁକୁ…

କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର  ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ…

ସତର୍କ କଲା ‘ହୁ’ : ଓମିକ୍ରନ ଯୋଗୁଁ…

ନୂଆଦିଲ୍ଲୀ : କରୋନା ଜୀବାଣୁର ଏକ ନୂତନ ତଥା ଅଧିକ ସଂକ୍ରାମକ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣିଥରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସମଗ୍ର ବିଶ୍ବରେ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଂଘାତିକ କଥା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି,…

ଭାରତରେ କାୟା ବିସ୍ତାର କରିବାରେ ଲାଗିଛି…

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ରାଜଧାନୀ ଦିଲ୍ଲୀରୁ  ଆଉ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା୬ କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ…