ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

corona

ଚୀନ ସମେତ ୬ ଦେଶ ଉପରେ ଲାଗିଲା କୋଭିଡ୍…

ନୂଆଦିଲ୍ଲୀ: କୋଭିଡ ମହାମାରୀର ଏକ ନୂଆ ୱେଭ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧ ରୁ ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର  ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ…

ଦେଶରେ ଜାନୁଆରୀରେ ବଢିପାରେ କରୋନା…

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନା ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାରି ମଧ୍ଯରେ ଜାନୁଆରୀ ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି। ପୂର୍ବ ଧାରାକୁ ବିଶ୍ଳେଷଣ କରିବା ପରେ ଏହି ଆକଳନ କରାଯାଇଛି। ଆଗାମୀ ୪୦…

ପୁଣି ଡରାଇଲାଣି କରୋନା: ରାଜ୍ଯରେ…

ଭୁବନେଶ୍ବର: ବିଶ୍ବର ବିଭିନ୍ନ ଦେଶରେ କରୋନା ବିସ୍ପୋରଣ ଦେଖିବାକୁ ମିଳିଛି। କରୋନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କରୋନାର ସଫଳ ମୁକାବିଲା ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ…

କୋଭିଡ୍‍ ସ୍ଥିତି ଉପରେ ନଜର; ଆଜି…

ଭୁବନେଶ୍ୱର: କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଆଜି ସବୁ ଜିଲ୍ଲାରେ ପ୍ରସ୍ତୁତିର ମକ୍‍ଡ୍ରିଲ୍‍ ହେବ। ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି…

ଆସନ୍ତାକାଲି କୋଭିଡ ସ୍ଥିତି ସମୀକ୍ଷା…

ଭୁବନେଶ୍ବର: ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି। ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ନେଇ ପାଇଁ ପୁଣି ଅଣ୍ଟାଭିଡିଛନ୍ତି ରାଜ୍ଯସରକାର। ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ…

ଚୀନ୍‌ରେ କରୋନା ସ୍ଥିତି ସାଂଘାତିକ,…

ବେଜିଂ: ଚୀନ୍‌ ବିଶ୍ବ ପାଇଁ ପୁଣିଥରେ ବିପଦ ସୃଷ୍ଟି କରିଛି। ଦୁନିଆକୁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ ଏହି ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ତେଣୁ ଶବ ରଖିବା ପାଇଁ…

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି ମହାମାରୀ କରୋନା । ତେବେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ ସଜାଗ ଅଛନ୍ତି । କରୋନାର ନୂଆ ଭାରିଆଣ୍ଟ BF.7 କୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହି ଭାରିଆଣ୍ଟ ଦୁଇ ବର୍ଷ ହେଲା…

ବୁଷ୍ଟର ଡୋଜ କୋଭିଡର ନୂଆ ଭାରିଆଣ୍ଟକୁ…

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍‍ ସଂକ୍ରମଣ ଆଶଙ୍କା ଦେଖାଦେଇଛି। କରୋନାକୁ ପୁଣି ଥରେ ହରାଇବା ପାଇଁ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।…

ଚିନ୍ତା ବଢ଼ାଇଲା କୋଭିଡ୍‍ର ସବ୍‍…

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍‍ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଯେଉଁପରି ଭାବେ ଗୋଟିଏ ପରେ ଗୋଟିଏ କୋଭିଡ୍‍ର ଉପପ୍ରଜାତି (ସବ୍‍ ଭାରିଆଣ୍ଟ) ଚିହ୍ନଟ ହେଉଛି ଏବଂ ତାହାର ସମ୍ଭାବ୍ୟ ପ୍ରଭାବ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଉଛି, ତାହା…

କରୋନା ସଂକ୍ରମଣକୁ ନେଇ ଗଭୀର…

ନୂଆଦିଲ୍ଲୀ: ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନାହିଁ। ମହାମାରୀ କରୋନା ପ୍ରକୋପରେ ପ୍ରିୟ ପରିଜନ କିମ୍ବା ବାପା-ମଆଙ୍କୁ ହରାଇଥିବା ଅନେକ…