Browsing Tag

corona

ସମ୍ପୂର୍ଣ୍ଣ ତଥ୍ୟ ଦେଉନି ଚୀନ୍‌: କରୋନା…

ନୂଆଦିଲ୍ଲୀ: ଏବେ ଚୀନ୍‌ରେ କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ମାସ ପ୍ରାରମ୍ଭରୁ ବଢିଥିବା ସଂକ୍ରମଣ ଲଗାତର ଭାବେ କାୟା ବିସ୍ତାର କରି ଚାଲଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଚୀନ୍‌ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ…

ଓଡ଼ିଶାକୁ କୋଭିଡ ଟିକା ଯୋଗାଇବା ପାଇଁ…

ଭୁବନେଶ୍ବର: କୋଭିଡି–୧୯ ର ନୂଆ ପ୍ରଜାତି ବିଏଫ୍-୭ ଏବେ ପୃଥ‌ିବୀର ବିଭିନ୍ନ ଦେଶ ଯଥା ଚୀନ୍, ଜାପାନ, ୟୁଏସ୍ଏ, ବ୍ରାଜିଲ୍, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ । ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍…

ଚୀନ ସମେତ ୬ ଦେଶ ଉପରେ ଲାଗିଲା କୋଭିଡ୍…

ନୂଆଦିଲ୍ଲୀ: କୋଭିଡ ମହାମାରୀର ଏକ ନୂଆ ୱେଭ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧ ରୁ ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର  ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ…

ଦେଶରେ ଜାନୁଆରୀରେ ବଢିପାରେ କରୋନା…

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନା ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାରି ମଧ୍ଯରେ ଜାନୁଆରୀ ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି। ପୂର୍ବ ଧାରାକୁ ବିଶ୍ଳେଷଣ କରିବା ପରେ ଏହି ଆକଳନ କରାଯାଇଛି। ଆଗାମୀ ୪୦…

ପୁଣି ଡରାଇଲାଣି କରୋନା: ରାଜ୍ଯରେ…

ଭୁବନେଶ୍ବର: ବିଶ୍ବର ବିଭିନ୍ନ ଦେଶରେ କରୋନା ବିସ୍ପୋରଣ ଦେଖିବାକୁ ମିଳିଛି। କରୋନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କରୋନାର ସଫଳ ମୁକାବିଲା ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ…

କୋଭିଡ୍‍ ସ୍ଥିତି ଉପରେ ନଜର; ଆଜି…

ଭୁବନେଶ୍ୱର: କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଆଜି ସବୁ ଜିଲ୍ଲାରେ ପ୍ରସ୍ତୁତିର ମକ୍‍ଡ୍ରିଲ୍‍ ହେବ। ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି…

ଆସନ୍ତାକାଲି କୋଭିଡ ସ୍ଥିତି ସମୀକ୍ଷା…

ଭୁବନେଶ୍ବର: ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି। ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ନେଇ ପାଇଁ ପୁଣି ଅଣ୍ଟାଭିଡିଛନ୍ତି ରାଜ୍ଯସରକାର। ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ…

ଚୀନ୍‌ରେ କରୋନା ସ୍ଥିତି ସାଂଘାତିକ,…

ବେଜିଂ: ଚୀନ୍‌ ବିଶ୍ବ ପାଇଁ ପୁଣିଥରେ ବିପଦ ସୃଷ୍ଟି କରିଛି। ଦୁନିଆକୁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ ଏହି ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ତେଣୁ ଶବ ରଖିବା ପାଇଁ…

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି ମହାମାରୀ କରୋନା । ତେବେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ ସଜାଗ ଅଛନ୍ତି । କରୋନାର ନୂଆ ଭାରିଆଣ୍ଟ BF.7 କୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହି ଭାରିଆଣ୍ଟ ଦୁଇ ବର୍ଷ ହେଲା…

ବୁଷ୍ଟର ଡୋଜ କୋଭିଡର ନୂଆ ଭାରିଆଣ୍ଟକୁ…

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍‍ ସଂକ୍ରମଣ ଆଶଙ୍କା ଦେଖାଦେଇଛି। କରୋନାକୁ ପୁଣି ଥରେ ହରାଇବା ପାଇଁ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।…