ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Corona Warriors

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା:…

ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ…

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା : ଅସହାୟ ଓ…

ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ…

ସୁଦର୍ଶନଙ୍କ କାନ୍ଧରେ ୬୨ ଟି ଡଙ୍ଗରିଆ…

ଭୁବନେଶ୍ୱର,୩୦ା୬(ସମିସ): ସେ କୌଣସି ଅଙ୍ଗନବାଡ଼ି କର୍ମୀ କି ଆଶା ଦିଦି ନୁହଁନ୍ତି, ଅଥବା ଡାକ୍ତର କି ଏଏନ୍‍ଏମ୍‍ ବି ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧା ତାଲିକାରେ ବି ତାଙ୍କର ନାମ ନାହିଁ। ତଥାପି ତାଙ୍କ ବିନା ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଟିକାକରଣ କିମ୍ବା ସଚେତନତା କଥା ଭାବିବା ସମ୍ଭବ…

୧୪ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା…

ଧର୍ମଗଡ : ତାଙ୍କ ଉପସ୍ଥିତି ହିଁ ସାରା ପରିବେଶରେ ଭରେ ସକରାତ୍ମକ ଭାବନା। ଆଉ ତାଙ୍କ ହାତର ସ୍ପର୍ଶରେ ସୁସ୍ଥ ହୁଅନ୍ତି ଶହ ଶହ କରୋନା ରୋଗୀ। କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ କି ଟିକାକରଣ ନେଇ ଲୋକଙ୍କୁ ବୁଝାଇବା, ସବୁଥିରେ ଲୋଡ଼ା ହୁଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‍ଡିଭିଜନାଲ…