ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

corona warrior

ଜିତିବାର ବିଶ୍ବାସ ଦିଅନ୍ତି ବିଶ୍ୱଜିତ :…

ନାରାୟଣପାଟଣା : ଚାରିଆଡ଼େ କରୋନା କଥା। ସଂକ୍ରମିତଙ୍କ ପାଖକୁ ଯିବାକୁ ସମସ୍ତଙ୍କ ଭୟ। ଏପରିକି କି କରୋନର ଦୁର୍ଦ୍ଦଶାରେ ନିଜ ପରିବାର ବି ହାତ ଛାଡ଼ି ଦେଉଛନ୍ତି। ଏଭଳି ସମୟରେ କିନ୍ତୁ ଲୋକଙ୍କ ପାଖେ ପାଖେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ବିଶ୍ୱଜିତ୍‍ ଦାସ। ନାରାୟଣାଟଣାର ଆୟୁଷ ଡାକ୍ତର ବିଶ୍ୱଜିତ…

ଅରୁଣଙ୍କ ଅରୁଣିମାରେ ଅନ୍ଧାରି ମୁଲକ…

ପଦ୍ମପୁର: ପେସାରେ ସେ ଜଣେ ଆୟୁଷ ଡାକ୍ତର। ନିଜ ଅଞ୍ଚଳରେ ଜନ୍ମରୁ ଦିବ୍ୟାଙ୍ଗ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା, ସେମାନଙ୍କ ରୋଗକୁ ଚିହ୍ନିବା, ମାଗଣାରେ ସେମାନଙ୍କ ଚିକିତ୍ସା କରାଇବା ହେଉଛି ତାଙ୍କର କାମ | ହେଲେ କରୋନା ଯୋଗୁଁ ଏତିକିରେ ସୀମିତ ନାହିଁ ତାଙ୍କ ଦାୟିତ୍ଵ। ନିଜ ଅଞ୍ଚଳରେ ରହୁଥିବା…

ଡଙ୍ଗରିଆ ମୁଲକର ସମାଧାନ ସୂତ୍ର ରଞ୍ଜିତା

ରାୟଗଡ଼ା: ନିୟମ ରାଜାର ପିଲା ସେମାନେ । ସରକାର, ସରକାରୀ କଳ କଥା ତାଙ୍କୁ କିଛି ଜଣାନାହିଁ; କି ସେମାନେ ବୁଝିବାକୁ ବି ଚାହାଁନ୍ତିନି। ନିୟମ ରାଜାର ନିର୍ଦ୍ଦେଶ ମିଳିଲେ ହିଁ ସେମାନେ ବାହାର ଲୋକକୁ ଗାଁକୁ ପଶିବାକୁ ଅନୁମତି ଦେବେ | ଏମିତି ବାକ୍ୟକୁ ଦୃଢ଼ତାର ସହ ଗ୍ରହଣ କରି ଜୀବନ ଅତିବାହିତ କରୁଥିବା…

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

ବ୍ରହ୍ମପୁର: କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି। ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି। କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ…

ଉପାନ୍ତବାସୀଙ୍କ ସୁରକ୍ଷା ଚିନ୍ତାରେ…

ପାତ୍ରପୁର: ସେ ନିଜେ ଦିବ୍ୟାଙ୍ଗ; ହେଲେ ସକ୍ଷମଙ୍କ ପରି ସବୁଥରେ ଆଗୁଆ । ବୟସ ୪୫ ପାର୍ ହେଲାଣି; ହେଲେ ବି ଥକିନି ପାଦ । ଲୋକଙ୍କ କଥା କହିଲେ ସେ ସବୁଥ୍‌ରେ ଆଗଭର ହୋଇ ବାହାରି ପଡ଼ନ୍ତି । ଏମିତି ଜଣେ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗାଁର ଅଙ୍ଗନବାଡ଼ି ଦିଦି ସୁଶୀଳା…

ସଚେତନ କରାଉଛନ୍ତି ‘ଭ୍ୟାକସିନ୍ ମ୍ୟାନ୍’

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଏହି କ୍ରମରେ ଆସାମ ଧୂଦ୍ରି ଜିଲ୍ଲାର ଦୀପଙ୍କର ମଜୁମଦାର ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଉଛନ୍ତି । ପେସାରେ ସେ ଜଣେ…

ମୁକେଶଙ୍କ ହାତରେ ୧୫ ହଜାର ଆଦିବାସୀଙ୍କ…

ନିୟମଗିରି ପାହାଡ଼ ଉପରେ ନୀରିହ ଆଦିବାସୀଙ୍କୁ କରୋନା ପାଠ ପଢ଼ାଇବାରେ ମୁକେଶ ହେଉଛନ୍ତି ଏକମାତ୍ର ଠିକଣା। ଆଦିବାସୀଙ୍କୁ କରୋନା ଟିକା ପାଇଁ ବୁଝାଇବା କଥା ହେଉ କି ସ୍ଵାବ୍‌ ପରୀକ୍ଷା ପ୍ରସଙ୍ଗ; ତାଙ୍କ ବିନା ଏଠି କେହି କିଛି ଶୁଣନ୍ତିନି। ପ୍ରଶାସନ ବା ସରକାରୀ କଳ କହିଲେ ଗାଁ ଲୋକ ବୁଝନ୍ତି କେବଳ…

ଆଶାର ଆଲୋକ ଗୌରୀ ଦିଦି

ବ୍ରହ୍ମପୁର/ହିଞ୍ଜିଳିକାଟୁ : ସେ ଭିନ୍ନକ୍ଷମ ନୁହେଁ; ବରଂ ଭିନ୍ନ ପ୍ରକାରେ ସକ୍ଷମ | ହାତରେ ଆଶାବାଡ଼ି ଧରି ପ୍ଲାଷ୍ଟିକ୍ ଗୋଡ଼ର ସାହାରାରେ ସେ ଚାଲି ଯାଆନ୍ତି ଯୋଜନ ଯୋଜନ ବାଟ | ଏ ଦୁର୍ଗମ ପଥ ନିଜ ପାଇଁ ନୁହେଁ; ବରଂ କରୋନା ରୋଗୀଙ୍କୁ ଟିକେ ଆଶ୍ୱାସନା ଦେବା ପାଇଁ । ପର ପାଇଁ ହୃଦୟ କାନ୍ଦୁଥିବା ଏମିତି…

କରୋନା କର୍ତ୍ତବ୍ୟ ଭୁଲେଇଦେଇଛି…

ବଲାଙ୍ଗିର: ନାରୀ ସଙସହା। କେତେବେଳେ ସେ ଧର୍ମପତ୍ନୀ ତ ଆଉ କେତେବେଳେ ଜନ୍ମଦାତ୍ରୀ ମା’। ଏ ପରିଚୟ ବାହାରେ ବି ସେ ସମାଜର ରକ୍ଷା କବଚ| ପାରିବାରିକ କର୍ତ୍ତବ୍ୟ ପାଳନ ସହ ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଢାଲ ପରି ଛିଡ଼ା ହୁଏ ସମାଜର ମଙ୍ଗଳ ପାଇଁ । ଏମିତି ଜଣେ ମହିଳା ହେଲେ ବଲାଙ୍ଗିର ପୌରାଞ୍ଚଳ…

ଜଙ୍ଗଲୀ ଇଲାକାର ଦେବଦୂତ ସରୋଜିନୀ

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଉଁରାଭଉଁରା ପଞ୍ଚାୟତର ଏଏନଏମ୍ ଦିଦି ସରୋଜିନୀ କୁଅଁର। ଏ ପଞ୍ଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଞ୍ଚଳରେ। ଚାଲିଚାଲି ଯିବାକୁ ପଡ଼େ। ତଥାପି ସେ ଦିନେ ଥକିନାହାନ୍ତି। ଏମିତି ଦିନ ନାହିଁ ଯେଉଁଦିନ ସେ ଲୋଙ୍କ ସ୍ଵାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି। ଏବେ…