Browsing Tag

corona warrior

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ୪୫ ହଜାର…

ନାରାୟଣପାଟଣା: ଏବେବି କରୋନାର ପ୍ରଭାବରେ ପ୍ରଭାବିତ ଓଡ଼ିଶା। ଯଦିଓ କିଛି ସ୍ଥାନରେ କରୋନାର ପ୍ରଭାବ କମିଛି ହେଲେ ଏବେବି ସଂକ୍ରମଣକୁ ଏଡାଇ ଦେଇ ହେବନାହିଁ। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାରାୟଣପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଅନିଶା ନାୟକ ନିଜ…

ତିଳୋତ୍ତମାଙ୍କ ଯୋଗୁଁ ଟାଙ୍ଗରା ପାରଷ…

ଭୁବନେଶ୍ୱର : ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନାମୁକ୍ତ। କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି। ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ। ଏମିତି ଜଣେ ଅଙ୍ଗନବାଡ଼ି ଦିଦି…

ଉପାନ୍ତ ଅଞ୍ଚଳରେ ଡିଜିଟାଲ ସଂଯୋଗ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ। କରୋନା ମହାମାରୀର ବିପତ୍ତି ଗାଁକୁ ଛୁଇଁବା ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର। କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ…

ନାଳ ଡେଇଁ ଲୋକଙ୍କ ସେବାରେ ଯାଉଛନ୍ତି…

ଭୁବନେଶ୍ୱର: କେତେବେଳେ ବଣ, ପାହାଡ଼ ଘେରା ରାସ୍ତାରେ ତ ଆଉ କେତେବେଳେ ନାଳ ଡେଇଁ ସେ ପହଞ୍ଚୁଛନ୍ତି ଲୋକଙ୍କ ପାଖରେ। ଆଉ ବାଣ୍ଟୁଛନ୍ତି କରୋନା ସଚେତନତାର ଅମୋଘ ମନ୍ତ୍ର। ଲୋକଙ୍କ ଜୀବନ ତାଙ୍କ ପାଇଁ ଅମୂଲ୍ୟ। ତା’ ଆଗରେ ନିଜ ଜୀବନ ଓ ପାରିପାର୍ଶ୍ବକ ପରିସ୍ଥିତି ତୁଚ୍ଛ । କଳାହାଣ୍ଡି ଜିଲ୍ଲା…

ଅପହଞ୍ଚ ଇଲାକାର ବନ୍ଧୁ ଗୀତାରାଣୀ

ବ୍ରହ୍ମପୁର/ଜଗନ୍ନାଥପ୍ରସାଦ : ଗାଁଠୁ ସହର ଚାରିଆଡ଼େ ଅଦୃଶ୍ୟ ଭୂତାଣୁର ଭୟ। ସାଧାରଣ ଥଣ୍ଡା, କାଶକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ହେଲେ ଏସବୁକୁ ପଛରେ ପକାଇ କରୋନା ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦିମାନେ ଲୋକଙ୍କୁ ସଚେତନ କରିବାର ଭାର ମୁଣ୍ଡାଇଛନ୍ତି। ବିଶେଷକରି ଆଦିବାସୀ ଇଲାକାରେ…

୭୦ ହଜାର ଲୋକଙ୍କ ସେବାରେ ୪ ବନ୍ଧୁ

ଭଦ୍ରକ: ଏମାନଙ୍କ ହାତର ସ୍ପର୍ଶରେ ହିଁ ନୂଆ ଜୀବନ ପାଆନ୍ତି କରୋନା ସଂକ୍ରମିତ। ଠିକଣା ସମୟରେ ସେମାନଙ୍କ ସ୍ବାବ୍ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବାକୁ ଏମାନେ ହିଁ ଦେଖାଇଥା'ନ୍ତି ରାସ୍ତା | ଔଷଧ ସେବନଠାରୁ ଆରମ୍ଭ କରି କିପରି କରୋନା ସମୟରେ ମାନସିକ ଭାବେ ସୁସ୍ଥ ରହିବେ ସେଥ୍‌ପାଇଁ ଏମାନେ ହିଁ…

ସୁଷମାଙ୍କ କଣ୍ଠରୁ ଶୁଭୁଛି ଅଭୟ…

ଭୁବନେଶ୍ବର: ଏବେବି କରୋନାଟ ପ୍ରଭାବରେ ପ୍ରଭାବିତ ଉପକୂଳ ଓଡ଼ିଶା। ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଜନସାଧାରଣ କରୋନା ତାଡ଼ନାରେ ଅଧିକ ବିଚଳିତ। ପ୍ରତିଦିନ ପ୍ରିୟଜନଙ୍କ ମୃତ୍ୟୁ ଲୋକଙ୍କ ମାନସିକତାକୁ ଯେତିକି ଦୁର୍ବଳ କରୁଛି, କରୋନା ସଂକ୍ରମଣର ଖବର ମନରେ ସେତିକି ଛନକା ପକାଉଛି। ଏସବୁ ପ୍ରତିକୂଳ…

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ପୁଷ୍ପଲତା:…

ଭୁବନେଶ୍ୱର,: କରୋନାର ପ୍ରଥମ, ଦ୍ୱିତୀୟ ଲହର ପରେ ଏବେ ସମସ୍ତଙ୍କୁ ତୃତୀୟ ଲହରର ଚିନ୍ତା। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ କିଛି ପରିମାଣରେ କମିଛି; ମୃତ୍ୟୁ ସଂଖ୍ୟା କିନ୍ତୁ ଲୋକଙ୍କୁ ଛାନିଆଁ କରୁଛି। ଏଭଳି ସମୟରେ ସାମାନ୍ୟ ଥଣ୍ଡା ଜ୍ୱର ବି ଡରାଉଛି। ସାଧାରଣ ଜ୍ବର ହେଉକି କରୋନା, ଯେଉଁଠି ପରିବାର ଲୋକ…

ସାହସ ବଢ଼ାଉଛି ସଙ୍ଗୀତାଙ୍କ ନିଆରା…

ବ୍ରହ୍ମପୁର : ‘ଆମ ଜୀବନ ଆମ ହାତରେ, ସୁରକ୍ଷିତ ରହ ଘର ଭିତରେ। ମରଣ ସହିତ ସଂଗ୍ରାମ କରି, ସେବା ଯୋଗାଉଛନ୍ତି ଯୋଦ୍ଧା ଆମରି।’ ଏଭଳି କିଛି ସ୍ଲୋଗାନ୍‌ ଦେଇ କରୋନା କାଳରେ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଳା ସଦର ମହକୁମା ଛତ୍ରପୁର ଅଙ୍ଗନବାଡ଼ି ଦିଦି ସଂଗୀତା ମହାପାତ୍ର। ଚାରିଆଡ଼େ କରୋନା…

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ୧୦…

ଭୁବନେଶ୍ୱର : ହାତ ସମ୍ପୂର୍ଣ୍ଣ ଅଚଳ। ହେଲେ ସେ ଦିବ୍ୟାଙ୍ଗ ବି ନୁହଁନ୍ତି; ବରଂ ଭିନ୍ନ ପ୍ରକାରେ ସକ୍ଷମ। ଦୃଢ ଆତ୍ମବିଶ୍ୱାସ ଉର୍ବଶୀଙ୍କୁ କରିଛି ଚଳଚଞ୍ଚଳ। ପୂରା ନାମ ଉର୍ବଶୀ ଦାସ। ବୟସ ୩୯ବର୍ଷ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଳସପୁରା। ଜନ୍ମରୁ ଉର୍ବଶୀ ଦିବ୍ୟାଙ୍ଗ। ହେଲେ ଦୃଢ଼ ଇଚ୍ଛାଶକ୍ତି ଆଗରେ…