ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Corona vaccine

ବୁଧବାରଠାରୁ ପିଲାଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନାକୁ ହରାଇବା ପାଇଁ ଟିକାକରଣ ଉପରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଏଣିକା ଟିକା ଦିଆଯିବ। ମାର୍ଚ୍ଚ ୧୬ ଅର୍ଥାତ ବୁଧବାରରୁ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। बच्चे सुरक्षित…

ଖୋଲା ବଜାରରେ ବିକ୍ରି ହେବ କୋଭିସିଲ୍ଡ ଓ…

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ…

ପାନ ଦୋକାନରୁ ମିଳିଲା କରୋନା ଟିକା

ପୁରୀ: ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାନ ଦୋକାନରେ ମିଳିଛି କରୋନା ଟିକା । ଫ୍ରିଜରେ ରଖାଯାଇ ଲୁଚାଛପାରେ ବିକ୍ରି କରାଯାଉଛି । ପୁରୀରେ କରୋନା ଟିକାର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ…

୨୪ ଘଣ୍ଟା ମଧ୍ୟରେ ୧୦ ଡୋଜ୍ କରୋନା ଟିକା…

ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର…

ଚଳିତ ବର୍ଷର ‘ୱାର୍ଡ ଅଫ ଦି…

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା ସମୟରେ ସମସ୍ତେ ଏହାର ପ୍ରତିକାର କଥା ଚିନ୍ତା କରିଥିଲେ। ଏହାର ପ୍ରତିକାର ଭାବେ ଆସିଥିଲା ଭାକ୍ସିନ୍ ବା ଟିକା। ଏବେ ପ୍ରାୟ ସବୁ ଦେଶରେ କରୋନା ଭାକ୍ସିନ୍ ପ୍ରସ୍ତୁତ ହୋଇ ବିଶ୍ବସ୍ତରରେ ପାଖାପାଖି ୫୫% ଲୋକ ଟିକା ନେଇସାରିଲେଣି। ତେବେ ଏହି କାରଣ ଯୋଗୁଁ ଚଳିତବର୍ଷ…

ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ…

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି। ଏହାରି ମଧ୍ୟରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ରାଜ୍ୟର କୋଟିଏ ଲୋକ କୋଭିଡ୍‌ ଟିକାର ଉଭୟ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛି। Glad to share that #Odisha has…

କରୋନା ଟିକା ନେବନାହିଁ କହି ସ୍ୱାମୀ…

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ଟିକା ନେବାକୁ ଅମଙ୍ଗ ହେବାରୁ ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତେଲକୋଇ ସରୁଆଳି ଗ୍ରାମର କିଶୋର ଖିଲାରଙ୍କ ପତ୍ନୀ କୁମୁଦିନୀ ଖିଲାର(22)ପୂର୍ବରୁ କରୋନା…

ବିଶ୍ୱର ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ…

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ…

ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ…

ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ…

ଭୁବନେଶ୍ୱର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ…