Browsing Tag

Corona vaccine

ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି…

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ…

ସ୍ଥିର ହେଲା ନାଜାଲ ଭ୍ୟାକ୍ସିନ…

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣର ବିସ୍ଫୋରଣକୁ ଦେଖି ସତର୍କ ହୋଇପଡିଛନ୍ତି ଭାରତ ସରକାର। ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର…

କରୋନା ଟିକା ନେବାପରେ ବଢୁଛି ହୃଦ୍‌ରୋଗର…

ନୂଆଦିଲ୍ଲୀ: କରୋନା ଏବଂ ହୃଦୟ ରୋଗ ମଧ୍ୟରେ ସମ୍ବନ୍ଧକୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। କରୋନା ଟିକା ନେବା ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗର ବିପଦ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ଆମେରିକାର ଲସ୍‌ ଆଞ୍ଜେଲସ୍‌ ସ୍ଥିତ ସିଡର-ସ୍ମିଡଟ୍‌ ସିନାଇରେ କାର୍ଡିଆକ୍‌…

ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି…

ଭୁବନେଶ୍ୱର: ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ମାଗଣା ଟିକାକରଣ ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ ଥିଲେ ସୁଦ୍ଧା ଏହାକୁ ଆଗକୁ ମଧ୍ୟ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ…

ଭାରତକୁ ଆଉ ଏକ ସଫଳତା, ନାଜାଲ କରୋନା…

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ଆଉ ଏକ ସଫଳତା ପାଇଛି। ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ଏଣିକି ନାକରେ କରୋନା ଟିକା ନେଇ ପାରିବେ।  ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା…

ସରୁଛି ମାଗଣା ଟିକାର ଅବଧି, ତୁରନ୍ତ…

ଭୁବନେଶ୍ୱର: ମାଗଣା ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି, ଏହା ପୂର୍ବରୁ ତୁରନ୍ତ ବୁଷ୍ଟର ଡୋଜ୍ ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।…

‘ବୁଷ୍ଟର୍ ଡୋଜ୍‌’ ନେଲେ ମାଗଣାରେ…

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି।…

ଗୋଟିଏ ସିରିଞ୍ଜ୍‌ରେ ୩୯ ଛାତ୍ରଙ୍କୁ ଦେଲେ…

ଭୋପାଳ: ମଧ୍ୟପ୍ରଦେଶରୁ ମେଡିକାଲ ଅବହେଳାର ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ସାଗର ଜିଲ୍ଲାର ଜୈନ ପବ୍ଲିକ ସ୍କୁଲରେ ବୁଧବାର ଗୋଟିଏ ସିରିଞ୍ଜରେ ୩୯ଛାତ୍ରଙ୍କୁ କରୋନା ଟିକା ଦିଆଯାଇଛି। କରୋନା ଟିକାକରଣରେ ସ୍ୱାସ୍ଥ୍ୟ ବିଭାଗ ଅବହେଳାର ଏହି ଚିତ୍ର ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି…

ବାଧ୍ଯତାମୂଳକ ନୁହେଁ ଟିକାକରଣ-…

ନୂଆଦିଲ୍ଲୀ: କୋଭିଡ ଟିକାକରଣ ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଟିକା ନେହାକୁ କାହାରିକୁ ବାଧ୍ଯ କରାଯାଇପାରବି ନାହିଁ। ଏହା ସହିତ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟାର ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…

୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ…

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ…