ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Corona Vaccine Odisha

ଜାଣନ୍ତୁ ଭୁବନେଶ୍ବରବାସୀ କେଉଁଠି ନେବେ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ତେବେ ଭୁବନେଶ୍ବରବାସୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏହି ବୁଷ୍ଟର ଡୋଜ ଦିଆଯିବ। ଏହି ବୁଷ୍ଟର ଡୋଜ୍ ନେବାର ସମୟ…

ଆସନ୍ତାକାଲିଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ…

ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର…

ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯…

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଜୋରଦାର ଚାଲିଛି ଚିକା କରଣ। ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨% ପ୍ରିକସନ ଡୋଜ ନେଇ ସାରିଲେଣି । ରାଜ୍ୟରେ ଏବେ…

କର୍ମଚାରୀଙ୍କ ବେପରୁଆ ମନୋଭାବ: ପ୍ରଥମ…

ଘଟଗାଁ: କୋଭିଡି ଟିକା ନେବା ପରେ ତ୍ରୁଟି ପୂର୍ଣ୍ଣ ମେସେଜ ଆସୁଥିବାରୁ ଲୋକେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରୁ । ୧୫ରୁ ୧୮ବର୍ଷ ପିଲାଙ୍କୁ କରୋନା ଟିକା ଦାନ ଆରମ୍ଭ ହୋଇଛି। ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଡେଙ୍ଗଣା ଗ୍ରାମର ଭଗବାନ…

କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ…

ଭୁବନେଶ୍ବର : ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି…

ଜାନୁଆରୀ ୩ରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ…

ଭୁବନେଶ୍ୱର: କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା । ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ ।…

ରାଜ୍ୟରେ ଚାଲିଛି ଜୋରଦାର ଟିକାକରଣ:…

ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଟିକାକରଣ ଜୋରଦାର କରାଯାଉଛି । ବର୍ତ୍ତମାନ ରାଜ୍ଯରେ ୨କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି ।…

ନ୍ୟୁୟର୍କ ଟାଇମ୍ସ ଶିରୋନାମାରେ ‘ଓଡ଼ିଶା’,…

ଭୁବନେଶ୍ୱର: ଟିକାକରଣରେ ଶତ ପ୍ରତିଶତ ସଫଳତା ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ର। ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ସବୁ ନାଗରିକଙ୍କର ଟିକାକରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସହିତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି।…

ରାଜଧାନୀ ଭୁବନେଶ୍ୱରରେ ହୋଇଛି ଶତ…

ଭୁବନେଶ୍ୱର: ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ ।…