ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Corona Third Wave

ଦେଶରେ ଜୁଲାଇ ୪ ତାରିଖରୁ ଆସି ସାରିଛି…

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।ବୖେଜ୍ଞାନିକ…

ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ କରୋନାର…

କରୋନାର ଦ୍ଵିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ଚିନ୍ତା ବଢାଇଲାଣି ତୃତୀୟ ଲହର । ଏ ନେଇ ସତର୍କ ରିପୋର୍ଟ ଦେଇଛି ଏସବିଆଇ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । ରିପୋର୍ଟରେ ତୃତୀୟ ପ୍ରବାହ ୯୮ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଇଛି ।ଅନ୍ତର୍ଜାତୀୟ ସ୍ତରରେ…