ପେକିଂ ବିଶ୍ୱବିଦ୍ୟାଳୟ ରିପୋର୍ଟରେ…
ବେଜିଂ(ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ଏବେ ଚୀନ୍ର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଛି ଯେ ସ୍ଥିତି ସମ୍ଭାଳିବା କଠିନ ହୋଇପଡ଼ିଛି। ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ତରରେ କରାଯାଇଥିବା ଆକଳନ ଅନୁସାରେ ଦୁଇରୁ ତିନି ମାସ ମଧ୍ୟରେ ଚୀନ୍ ରେ…