ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

corona awareness

କରୋନା ମୁକାବିଲା ପାଇଁ ବିଏମସିର…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର…

ତମାଣ୍ଡୋରେ କରୋନା ସଚେନତା କାର୍ଯ୍ଯକ୍ରମ…

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ଉପସ୍ଥିତିରେ କରୋନା ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ଯାକ୍ରମ ସାମାଜିକ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିଟି ଡେଭଲପମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଆଶାର ଆଲୋକ ଗୌରୀ ଦିଦି

ବ୍ରହ୍ମପୁର/ହିଞ୍ଜିଳିକାଟୁ : ସେ ଭିନ୍ନକ୍ଷମ ନୁହେଁ; ବରଂ ଭିନ୍ନ ପ୍ରକାରେ ସକ୍ଷମ | ହାତରେ ଆଶାବାଡ଼ି ଧରି ପ୍ଲାଷ୍ଟିକ୍ ଗୋଡ଼ର ସାହାରାରେ ସେ ଚାଲି ଯାଆନ୍ତି ଯୋଜନ ଯୋଜନ ବାଟ | ଏ ଦୁର୍ଗମ ପଥ ନିଜ ପାଇଁ ନୁହେଁ; ବରଂ କରୋନା ରୋଗୀଙ୍କୁ ଟିକେ ଆଶ୍ୱାସନା ଦେବା ପାଇଁ । ପର ପାଇଁ ହୃଦୟ କାନ୍ଦୁଥିବା ଏମିତି…

କରୋନା କର୍ତ୍ତବ୍ୟ ଭୁଲେଇଦେଇଛି…

ବଲାଙ୍ଗିର: ନାରୀ ସଙସହା। କେତେବେଳେ ସେ ଧର୍ମପତ୍ନୀ ତ ଆଉ କେତେବେଳେ ଜନ୍ମଦାତ୍ରୀ ମା’। ଏ ପରିଚୟ ବାହାରେ ବି ସେ ସମାଜର ରକ୍ଷା କବଚ| ପାରିବାରିକ କର୍ତ୍ତବ୍ୟ ପାଳନ ସହ ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଢାଲ ପରି ଛିଡ଼ା ହୁଏ ସମାଜର ମଙ୍ଗଳ ପାଇଁ । ଏମିତି ଜଣେ ମହିଳା ହେଲେ ବଲାଙ୍ଗିର ପୌରାଞ୍ଚଳ…

ପୂର୍ବବାସୀଙ୍କୁ ଅଟକାଇପାରିନି ପୋଲିଓ

ବ୍ରହ୍ମପୁର: ଜନ୍ମର ୪ ବର୍ଷ ପରେ ପୋଲିଓରେ ସେ ଦିବ୍ୟାଙ୍ଗ | ଠିକ୍ ଭାବେ ଚାଲିବା ଓ ହାତର ସାହାରା ନ ନେଲେ ଠିକ୍‌ରେ ଠିଆହେବା ବି ତାଙ୍କ ପାଇଁ କଷ୍ଟକର । ହେଲେ କରୋନା କାଳରେ ସେ ଥକିନାହାନ୍ତି କି ଠକି ନାହାନ୍ତି ବରଂ ଅଧିକ ଉତ୍ସାହର ସହ ଦାୟିତ୍ଵ ତୁଲାଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ…

ଶିମିଳିପାଳ ବନବାସୀଙ୍କୁ ଯମୁନାଙ୍କ…

ବାରିପଦା: ପ୍ରତିଦିନ ମଜୁରୀ ଲାଗିଲେ ଏଠି ଚୁଲି ଜଳେ। ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କଲେ ପରିବାର ଚଳେ। ଯେଉଁଠି ଗମନାଗମନ ଓ ଶିକ୍ଷା ଭଳି ମୌଳିକ ସୁବିଧା ସାତ ସପନ ସେଠି କରୋନା କଥା ପଚାରେ କିଏ। ଏଭଳି ସ୍ଥିତିରେ ଶିମିଳିପାଳ ବନବାସୀଙ୍କ ପାଇଁ ଏକମାତ୍ରା ସାହାରା ହେଲେ ଆଶା କର୍ମୀ ଯମୁନା…

ବୁଲେଟ୍ ଆମ୍ବୁଲାନ୍ସରେ ଆଶା ଦିଦି ପଦ୍ମା

ଭୁବନେଶ୍ବର: ପୁଣିଥରେ ମା’ ମାନଙ୍କ ଯୋଗୁଁ ହାରିଛି କରୋନା। ସୁରକ୍ଷା ବଳୟ ଭେଦ କରି ବଣ୍ଡା ଘାଟିରେ ପଶିପାରିନି। ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି, ଗାଁ ଯୁବ ସଂଘର ଟାଣୁଆ ଯୁବତୀ ଓ ଗ୍ରାମ ଉନ୍ନୟନ ସମିତିର ମହିଳାମାନଙ୍କ ସହଯୋଗରୁ ଏବେ ଅଣ୍ଡାହାଲ୍ ଗାଁ କରୋନାମୁକ୍ତ ହୋଇପାରିଛି। ଆଉ ଘରେ ଘରେ ପହଞ୍ଚି…

ଦୀପସାହିର ସତର୍କ ଦୀପ ସଂଯୁକ୍ତା ଦିଦି

ବ୍ରହ୍ମପୁର: ବୟସ ୫୯ ହେବ। ଅଣ୍ଟା, ପିଠି, ବେକ ଅବସ୍ଥା ଏମିତି ହେଲାଣି ଯେ, ଏହାର ନିବାରଣ ପାଇଁ ପ୍ରତିଦିନ ପିଜିଓଥେରାପି ଏକମାତ୍ର ଉପାୟ। ଏସବୁ ସତ୍ତ୍ଵେ କିନ୍ତୁ ହାରିଯାଇନି ମନ | ଥକିଯାଇନି ପାଦ। ବୟସର ଅପରାହ୍ନରେ ଥାଇ ବି ଆଜି ସେ ଅନ୍ୟ ପାଇଁ ଅନୁକରଣୀୟ ହୋଇ ପାରିଛନ୍ତି। ତାଙ୍କ ଯୁବସୁଲଭ ଗୁଣ ଆଜି…

ଏଏନ୍‌ଏମ୍‌ଙ୍କ ହାତରେ ୩୨ ଡଙ୍ଗରିଆ କନ୍ଧ…

ଭୁବନେଶ୍ୱର: ଯେଉଁଠି ସରକାର ଓ ସରକାରୀ କଳ ପହଞ୍ଚିପାରୁନି, ସେଠି ଏମାନେ ସାଜିଛନ୍ତି ତ୍ରାଣକର୍ତ୍ତା । ଅପାଠୁଆ ଗରିବ ଗାଁ ଲୋକଙ୍କ ସାହାଭରସା କରୋନା ଭଳି ମହାମାରୀରୁ ବଞ୍ଚାଇବାର ଢାଲ। ଅଳ୍ପ କିଛି ଦିନର ସମ୍ପର୍କ ଭିତରେ ଏମାନଙ୍କ ଛାପ ଏତେ ମଜଭୂତ ଯେ ପଦିଏ କଥାରେ ରୁଣ୍ଡ ହୋଇଯାଉଛନ୍ତି ଗାଁଟା ଯାକର…

ଶବର ଶେଷ ସାଥୀ ଚିନ୍ମୟୀ

ଅନୁଗୁଳ: କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା। ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ…