Browsing Tag

Congress

‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର,…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ…

ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ…

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି…

ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ…

ଭୁବନେଶ୍ବର: ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ ଓଡ଼ିଶାର ୩୩ ଭାଗ ଚାଷୀ ଫସଲ ବୀମା କ୍ଷତି ପୂରଣ ପାଇନାହାନ୍ତି। ବରଗଡ ପଦମପୁର ରେ…

କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା…

ନୂଆଦିଲ୍ଲୀ : ଆଜି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ‘ଏଆଇସିସି’ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ୮୦ ବର୍ଷିୟ ଖଡ଼ଗେଙ୍କୁ ‘ସାର୍ଟିଫିକେଟ୍‌’ ପ୍ରଦାନ କରିଛନ୍ତି। ପ୍ରାୟ ୨୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରିବାରେ ଖଡ଼ଗେ ହେଉଛନ୍ତି…

‘ଜୁମଲା କିଙ୍ଗ୍’ଙ୍କ ଇଭେଣ୍ଟବାଜି ବୋଲି…

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ରୋଜଗାର ମେଳାକୁ ଟାର୍ଗେଟ୍‌ କରି ‘ଜୁମଲା କିଙ୍ଗ୍’ଙ୍କ ଇଭେଣ୍ଟବାଜି ବୋଲି କହି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର ବିଜେପି ସରକାର ଦେଶର…

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ…

ଭୁବନେଶ୍ବର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ…

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ମତଦାନ…

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। ଯାହାକୁ…

ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି…

ଭୁବନେଶ୍ବର: ଆସନ୍ତାକାଲି AICC ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ବି ଦଳର ନିର୍ବାଚନ ହେବ। ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି।…

ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରାର ସଫଳତା ପାଇଁ…

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂପ୍ରତି କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଅଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଭାରତ ଯୋଡ଼ (ପରିବର୍ତନ) ଯାତ୍ରା” ଆସନ୍ତା ତା ୩୧.୧୦.୨୦୨୨ ରିଖ ଦିନ ଭୁବନେଶ୍ୱର…

‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ…

କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ…