ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Congress President Election

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ମତଦାନ…

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। ଯାହାକୁ…

ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ :…

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗତକାଲିଠୁ ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ସେପ୍ଟମ୍ବର ୩୦ ତାରିଖରେ ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ,ଲୋକସଭା ସାଂସଦ ଶଶୀ ଥରୁର ଏବଂ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ କେ.ଏନ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଓହରିଲେ…

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲଢ଼େଇ ଜୋରଦାର ହେବାକୁ ନେଇ ଚର୍ଚ୍ଚା ମଧ୍ୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରେସରେ ଥିବା ଅଶୋକ ଗେହଲଟ ଓ ଦଗବିଜୟ ସିଂହ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ…

ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ। ଦିପାବଳୀ ପୂର୍ବରୁ ଜଣାପଡିବ କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ। ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି…

ଅକ୍ଟୋବରରେ କଂଗ୍ରେସକୁ ମିଳିବ ନୂଆ…

ନୂଆଦିଲ୍ଲୀ : ଦେଶରେ କଂଗ୍ରେସ ଧରାଶାୟୀ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଆଜି ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ…