ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର…
ନୂଆଦିଲ୍ଲୀ: କଂଗ୍ରେସର ସଭାପତି ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଆଜି CWCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ । ଗୁଲାମନବୀ ଆଜାଦଙ୍କ ଇସ୍ତଫା ପରଠାରୁ କଂଗ୍ରେସର ଭବିଷ୍ୟତ ଏବଂ ଆଗାମୀ ଅଧ୍ୟକ୍ଷ ପଦକୁ ନେଇ ବଡ଼…