ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

COMMISSIONERATE POLICE

କମିଶନରେଟ ପୋଲିସ କବଜାରେ ଲୁଟେରା…

ଭୁବନେଶ୍ୱର: ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଡିସିପିଙ୍କ ସ୍ପେଶାଲ ସ୍କ୍ୱାଡ୍ । ରାଜଧାନୀର ବିଭିନ୍ନ ସ୍ଥାନରେ ଏମାନେ ଲୁଟପାଟ କରି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ୫ ଜଣ ଲୁଟେରାଙ୍କଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ବିଭିନ୍ନ…

ସୋସିଆଲ ମିଡ଼ିଆରେ ଅଶ୍ଲୀଳ ଖବର…

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭିଡିଓ ପୋଷ୍ଟ କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର୍‌‌ ଥାନା ପୁଲିସ, ଏସ୍‌‌ଟିଏଫ ଏବଂ କ୍ରାଇମ୍‌‌ବ୍ରାଞ୍ଚର ନଜର ରଖିଛି। ଯେଉଁଠି ଅଶ୍ଲୀଳ କିମ୍ବା ଛୋଟ ପିଲାଙ୍କ ଉପରେ ପକାଉଥିବା ଭିଡ଼ିଓ, ଫଟୋ ଛାଡାଯିବ, ତୁରନ୍ତ ସେମାନଙ୍କ ଆଇପି ଠିକଣା ଯାଞ୍ଚ…

ଅପରେସନ ‘ହ୍ୱାଇଟ ସ୍ପାଇଡର’…

ଭୁବନେଶ୍ୱର: ନିଶା କାରବାର ବାଦ୍‌‌ଶାହାଙ୍କୁ ଆଉ ମିଳିବନି ନିସ୍ତାର। ରାଜଧାନୀରେ ନିଶା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଲାଗିଛି ତଡିପାର୍‌‌ ଛାଟ। ପୁଣିଥରେ ଅପରେସନ ହ୍ୱାଇଟ ସ୍ପାଇଡରକୁ ଜୋରଦାର କରିଛି କମିଶନରେଟ ପୋଲିସ । ଏଣିିକି ରାଜଧାନୀରେ ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ନିଶା…

ସଜାଗ ହେଲା କମିସନରେଟ୍‌‌ ପୁଲିସ: ଏଣିକି…

ଭୁବନେଶ୍ୱର: ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମଚାରୀ ଗୁଳିକରି ହତ୍ୟା କରିବା ପରେ କମିସନରେଟ୍‌‌ ପୁଲିସ ସଜାଗ ହୋଇଛି। ଏଥର ପୁଲିସ କର୍ମଚାରୀଙ୍କୁ ସର୍ଭିସ ରିଭଲ୍‌‌ଭର୍‌‌ ଇସ୍ୟୁ ଉପରେ କଟକଣା ଲଗାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଡିସିପିଙ୍କ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକି…

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକି ବିଶ୍ୱକପ । ପ୍ରଥମ ମ୍ୟାଚ କାଲି ଖେଳାଯିବ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୁଲିସ କମିଶନର । ୮୧ ପ୍ଲାଟୁନ ପୁଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ…

କମିଶନରେଟ ପୁଲିସକୁ ବଡ ସଫଳତା: ଗିରଫ…

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା । ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ, ୧୭ ଟି ସୁନା ଚେନ ସହ ରତ୍ନ ପଥର ଜବତ କରିଛି। ବୁଲା ବିକାଳୀ ବେଶରେ ଆସି ବିଭିନ୍ନ ସ୍ଥାନରେ ଲୁଟ କରିଥାନ୍ତି ଏହି ଗ୍ୟାଙ୍ଗ। ବିଭିନ୍ନ…

କମିସନରେଟ୍‌‌ ପୁଲିସ ପାଇଁ ଆହ୍ୱାନର ବର୍ଷ…

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୨। ବିଗତବର୍ଷରେ ଭୁବନେଶ୍ୱରରେ ବହୁ ସମ୍ବେଦନଶୀଳ ଘଟଣାକୁ ସମାଧନ କରି ସଫଳତା ପାଇଛି କମିସନରେଟ୍‌‌ ପୁଲିସ। ଏହିମର୍ମରେ ୨୦୨୩ରେ ଦ୍ୱୈତନଗରୀବାସୀଙ୍କୁ ସେବା ଯୋଗାଇବା ସହ ଆଇନ୍‌‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ। ଆଉ ୨୦୨୩…

ଲାଞ୍ଚୁଆ ବାବୁଙ୍କ ପାଇଁ ବଦନାମ୍‌ ହେଉଛି…

ଭୁବନେଶ୍ୱର: ଲାଞ୍ଚୁଆ ପୁଲିସ ବାବୁଙ୍କ ପାଇଁ ବଦ୍‍ନାମ ହେଉଛି କମିସନରେଟ ପୁଲିସ। ଥାନାକୁ ଅଭିଯୋଗ ନେଇ ଗଲେ ଟଙ୍କା ନ ଦେଲେ ମାମଲା ପଞ୍ଜିକୃତ ହେଉନି ବୋଲି ଆଜି ବି ସେ ବିଶ୍ୱାସ ରହିଛି। ପୁଲିସ ଜନକୈନ୍ଦ୍ରୀକ ଯୋଗୁଁ ଅଭିଯୋଗକାରୀ ଥାନାକୁ ଆସି ଅଭିଯୋଗ ଦେଉଛନ୍ତି। କିନ୍ତୁ କିଛି ପୁଲିସ ବାବୁ ଲାଞ୍ଚ…

୧୮ରେ ପୁଲିସଙ୍କ ଉଦ୍ଦେଶ୍ୟରେ ସମର୍ପିତ…

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ସଂସ୍ଥାନ ହ୍ୱାଇଟ୍‍ କାନ୍‍ଭାସ୍‍, ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ୍‍ ପ୍ଲିଜ୍‍ ଟ୍ରଷ୍ଟ ଓ ପୋପାର ମିଳିତ ଉଦ୍ୟମରେ କମିସନରେଟ୍‍ ପୁଲିସ୍‍ ଉଦ୍ଦେଶ୍ୟରେ ସମର୍ପିତ ନିଆରା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ‘ନମନ୍‍-୨୦୨୨’ ଆସନ୍ତା ୧୮ତାରିଖରେ…

କମିଶନରେଟ ପୁଲିସରେ ବଡ଼ ଅଦଳ ବଦଳ,…

ଭୁବନେଶ୍ବର : କମିଶନରେଟ ପୁଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି ।…