Browsing Tag

COMMISSIONERATE POLICE

ଦୁର୍ଗାପୂଜା ସମୟରେ ବ୍ୟାଣ୍ଡ-ଡିଜେ ଓ…

ଭୁବନେଶ୍ବର : କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ତେବେ ଦଶହରା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୁଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫…

ଅନ୍ୟକୁ ଫସାଇବା ପାଇଁ ଅପରାଧର ମିଛ ନାଟକ…

ଭୁବନେଶ୍ୱର: ପୁଲିସକୁ ବାଟବଣା କରୁଛି ମିଛ ଅଭିଯୋଗ। ଅଭିଯୋଗକାରୀ ଅନ୍ୟକୁ ଫସାଇବା ପାଇଁ ଅପରାଧର ମିଛ ନାଟକ ରଚି ଥାନାରେ ମିଛ ଅଭିଯୋଗ କରୁଛନ୍ତି। ଯେଉଁଥିପାଇଁ ପୁଲିସ ଚାପରେ ଆସି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରୁଛି। ପୁଲିସ ତଦନ୍ତ କରିବା ପରେ କରାଯାଇଥିବା ଅଭିଯୋଗ ମିଛ ବୋଲି ଜଣାପଡ଼ିଛି।…

କମିଶନରେଟ ପୁଲିସର ବିନା ଅନୁମତିରେ…

ଭୁବନେଶ୍ବର: କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ ନଭେମ୍ବର…

ବୋଲବମ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ…

ଭୁବନେଶ୍ବର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଲିଙ୍ଗରାଜ…

ଦଲାଲଙ୍କ କବ୍‌ଜାରେ ଏମ୍‌ସ ଟିକଟ୍‌…

ଖଣ୍ଡଗିରି: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ମାତିଛନ୍ତି ଟିକଟ ଦଲାଲ୍। ସେମାନେ ମାତ୍ର ୧୦ ଟଙ୍କାରେ ମିଳୁଥିବା ଟିକଟକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷକରି ଅଣଓଡ଼ିଆ ରୋଗୀମାନଙ୍କୁ ଟାର୍ଗେଟ କରି ଏପରି ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏମ୍‌ସ…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା ଲୋକଙ୍କୁ, ଏବେ ପୋଲିସ ହାତରେ ଧରାପଡିଲା । ସିବିଆଇ ଅଫିସରର ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ତମାଣ୍ଡୋ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ନକଲି ସିବିଆଇ ଅଫିସର ହେଲେ ନିଖିଲ ସ୍ବାଇଁ। ସୂଚନା ମୁତାବକ ନିଖିଳ ଜଣେ…

ବିବାହ ଖୁସିରେ ବାଟବଣା ହେଉଛି କଟକଣା;…

ଭୁବନେଶ୍ୱର: ରାଜଧାନୀରେ ଆତସବାଜି ପ୍ରଦର୍ଶନ କରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। ଗତବର୍ଷ ଡିସେମ୍ବର ମାସରେ କମିସନରେଟ୍‍ ପୁଲିସ ସହରାଞ୍ଚଳରେ ଏହି ନିୟମକୁ ଲାଗୁ କରିଥିଲା।…

କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ…

ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍‌ ପୁଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି…

ରାତି ୧୦ଟା ପରେ ରାଜଧାନୀରେ ଡିଜେ ଏବଂ…

ଭୁବନେଶ୍ୱର: ରାତି ୧୦ଟା ପରେ ଡିଜେ ବାଜିବା ଏବଂ ବାଣ ଫୁଟାକୁ ନେଇ କଟକଣା କଡାକଡି କରିଛି କମିଶନରେଟ ପୋଲିସ । ବିବାହ ଋତୁ ଚାଲିଥିବା ଯୋଗୁଁ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟେଇବା ଜାରି ରହିଥିଲା ଯାହାଦ୍ୱାରା ଜଣାପଡୁଥିଲା କି ସାରା ରାଜଧାନୀରେ ଯେମିତି ବିବାହ ମହୋତ୍ସବ ଚାଲୁଛି । ବିବାହ ପ୍ରସେସନର…

କେବିଏନ ଗ୍ଯାଙ୍ଗର ଆଉ ଏକ ଭିଡିଓ ଭାଇରାଲ:…

ଭୁବନେଶ୍ବର: କେବିଏନ୍ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ଯୋଗୁଁ ପୁଲିସର ନିଦ ହଜିଯାଇଛି । ଗ୍ୟାଙ୍ଗ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନରେଟ ପୁଲିସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ତେବେ ଦୁଇଦିନ ହେଲା ପୁଲିସ ଅଭିଯୁକ୍ତଙ୍କ  ଘରେ ଚଢ଼ଉ କରି ଘରକୁ ଭାଙ୍ଗିବା…