ଜାଣନ୍ତୁ କିପରି ବହୁ ଚର୍ଚ୍ଚିତ ଅଞ୍ଜନା…
ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ ଦୁର୍ବୁତ୍ତ ତାଙ୍କୁ…