ଅଢ଼େଇ ହଜାର ଛୁଇଁବ ଏଲପିଜି ସିଲିଣ୍ଡର ଦର…
ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍ ବା ଏଲ୍ପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ମହଙ୍ଗା ବଜାର ଭିତରେ ଦେଶରେ ଏବେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଅକାଶଛୁଆଁ ହୋଇଛି। ଦର ଏବେ ସିଲିଣ୍ଡର ପିଛା ଅଢ଼େଇ ହଜାର ଟଙ୍କା ଛୁଇଁବାକୁ ଯାଉଛି । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ…