Browsing Tag

CM NAVEEN PATTNAIK

‘ଆତ୍ମଚେତନାର ସ୍ୱରୂପାୟଣ’ ନବୀନଙ୍କ…

ରାଜ୍ୟ ଶାସନର ସର୍ବମୟ କର୍ତ୍ତା ଭାବେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ସେ ପଦାସୀନ। ବାସ୍ତବରେ ନବୀନ ନିବାସର ନିରାସକ୍ତ ଏହି ଅନ୍ତେବାସୀଙ୍କ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ଓ ପ୍ରାଚୁର୍ଯ୍ୟ ମଧ୍ୟରେ ବୈରାଗ୍ୟମୟ ଉଦାର ଜୀବନଶୈଳୀ ସୃଷ୍ଟି କରିଛି ଏକ ବିଚିତ୍ର ସମ୍ମନ୍ୱୟ। କ୍ଷମତାର ଶୀର୍ଷରେ ଥାଇ ବି ସେ ହୋଇ…

ରାଜନେତାଙ୍କ ମଧ୍ୟରେ ଗୌତମବୁଦ୍ଧଙ୍କ…

ସାଧନା ଓ ସିଦ୍ଧି ଦୁଇଟି ଭିନ୍ନଭିନ୍ନ ଶବ୍ଦ । ସାଧନା ଏକ ପ୍ରକ୍ରିୟା ଓ ଏହାର ସକାରାତ୍ମକ ପରିଣାମ ହେଉଛି ସିଦ୍ଧି । ମାତ୍ର ନିଷ୍କାମ ସାଧନା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଭାରତୀୟ ପରମ୍ପରାର ଆଦି କାଳରେ ସିଦ୍ଧିଲାଭ କରିଥିବା ନିଷ୍କାମ ସାଧକଙ୍କ ସୂଚୀ ଢ଼େର ଦୀର୍ଘ; ମାତ୍ର ସ୍ୱାଧୀନୋତ୍ତର ଭାରତରେ…

ଓଡ଼ିଶାର ଓ ଓଡ଼ିଶାବାସୀଙ୍କ ସାମଗ୍ରିକ…

ନମ୍ର, ଭଦ୍ର, ଶିଷ୍ଟ ତଥା ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ନବୀନ ପଟ୍ଟନାୟକ ଯେଉଁ ମାସରେ ଜନ୍ମ ନେଇଛନ୍ତି(ଅକ୍ଟୋବର) ଦୈବୀ ସଂଯୋଗବଶତଃ ସେହି ମାସ ଜାତିର ପିତା ମହାତ୍ମା ଗାନ୍ଧୀ, ଶାନ୍ତିର କପୋତ ଲାଲବାହାଦୂର ଶାସ୍ତ୍ରୀ ଓ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି ତିନିଜଣ…

ନବୀନ ପଟ୍ଟନାୟକଙ୍କ ସଫଳତାର ‘୫-ସ’ ସୂତ୍ର

୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି…

ଗୋଟିଏ ଦିନରେ ୧୮ଟି ବୈଠକ କରି ଆପଣ…

ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ…

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଓ ଗରିବ ରୋଗୀମାନଙ୍କୁ ଚିକିତ୍ସା ସେବାକୁ ନିଶ୍ଚିତ କରିବା ଏବଂ ଉତ୍ତମ ସେବା ଯୋଗାଇ ଦେବା ଡ଼ାକ୍ତରଖାନାଗୁଡ଼ିକ ଯତ୍ନବାନ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଉଦ୍ଘାଟନ…

ହାଇସ୍କୁଲ ରୂପାନ୍ତରଣର ଦ୍ୱିତୀୟ…

ଭୁବନେଶ୍ବର :  ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର କରାଯିବ। ଏହି ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ…

ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ…

ଭୁବନେଶ୍ବର : କରୋନା ପରୀକ୍ଷା ପାଇଁ ମେଡ୍‌ ଇନ୍‌ ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ ଇଣ୍ଡିଆର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍‌ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍…

ଟୁରିଷ୍ଟ ବସ୍ ଦୁର୍ଘଟଣା ଘଟଣା: ପ୍ରାଣ…

ଭଞ୍ଜନଗର: ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍‌ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏହି ଖବର ଜାଣିବା ପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରାଣ…

ଜାତୀୟସ୍ତରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ବର : ଜାତୀୟସ୍ତରରେ ବଢୁଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ୍‌’ ଗଠନ ହେବାକୁ…