ପିପିଲିର ବିକାଶ ପାଇଁ ୬୭.୬୮ କୋଟି…
ଭୁବନେଶ୍ବର: ପିପିଲି ବିକାଶ ପାଇଁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ ସ୍ବତନ୍ତ୍ର ପ୍ଯାକେଜ ଘୋଷଣା କରିଛନ୍ତି। ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।…