ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Climate Change

ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ: ମାଡ଼ି…

ରାଜନଗର: ବିଶ୍ବତାପନ, ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏବେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳ ଲଙ୍ଘିବା ସହ ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ସମୁଦ୍ର ଧୀରେଧୀରେ ଉପକୂଳ ଆଡ଼କୁ…

ନାସା’ର ଚେତାବନୀ, ଆସନ୍ତା ବର୍ଷ ଆହୁରି…

ୱାଶିଂଟନ:  ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଛି। ଉତ୍ତର ଆମେରିକା ଠାରୁ ଆରମ୍ଭ କରି ୟୁରୋପର ବିଭିନ୍ନ ରାଷ୍ଟ୍ର ଏବଂ ଚୀନରେ ଦେଖାଯାଇଥିବା ଗରମକୁ ନେଇ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁଲାଇ ମାସ ବିଶ୍ବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ରହିଥିଲା ବେଳେ ବନାଗ୍ନି…

ଜଟିଳ ସ୍ଥିତି ସୃଷ୍ଟି କରୁଛି ଜଳବାୟୂ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ପରିବେଶ ଏବଂ ମଣିଷ ନୁହେଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡୁଛି। ତାପମାତ୍ରା ବୃଦ୍ଧି ପଶୁପକ୍ଷୀଙ୍କ ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ପଶୁପକ୍ଷୀ ଅବସାଦଗ୍ରସ୍ତ ହେଉଛନ୍ତି। ଏଥିପାଇଁ ସେମାନଙ୍କ ପ୍ରଜନନ କ୍ଷମତା ପ୍ରଭାବିତ…

ହିମାଚଳରେ ବଦଳୁଛି ପ୍ରକୃତିର ନିୟମ,…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ…

ଜଳବାୟୁ ପରିବର୍ତ୍ତନର ପଡ଼ିବ ଗୁରୁତର…

ନୂଆଦିଲ୍ଲୀ: ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ପଡିବାକୁ ଯାଉଛି। ଆଗାମୀ ଦିନରେ ମହାମାରୀ ରୂପରେ ଏହାକୁ ଦେଖିବାକୁ ମିଳିପାରେ। ଆମେରିକା ଜର୍ଜଟାଉନ ୟୁନିଭର୍ସିଟିର ନୂତନ ଗବେଷଣା ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବ ହଜାର ହଜାର ମହାମାରୀର ସାମ୍ନା କରିପାରେ। ଏହି ସମୟରେ ଅତିକମ୍‌ରେ ୧୫…

ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି:…

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁକିଛି ଓଲଟପାଲଟ ହେବାରେ ଲାଗିଛି। ଅଦିନିଆ ବର୍ଷା, ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହା ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି ପାଲିଟିଛି। ତଥାପି ପୃଥିବୀବାସୀ ଚେତୁନାହାନ୍ତି।ଦିନକୁ ଦିନ ବିଶ୍ବର ତାପମାତ୍ରା ବଢୁଥିବାବେଳେ ଏହାକୁ ରୋକିବା…

‘ଆପଣମାନେ ନ ପାରିଲେ ଆମେ କରି…

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ବିଶ୍ବ ଜଳବାୟୁ ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ୧୪ ବର୍ଷୀୟା ଭାରତୀୟ ଛାତ୍ରୀ ଭିନିଶା ଜୟଶଙ୍କର ଚମକାଇ ଦେଇଛନ୍ତି। ନିଜର ତଥ୍ୟମୂଳକ ଓଜସ୍ବିନୀ ଭାଷଣରେ ସେ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଆନ୍ତର୍ଜାତିକ ସ୍ତରରେ…

ଜଳବାୟୁ ପରିବର୍ତ୍ତନ; ସଙ୍କଟରେ ପୂର୍ବ…

ନୂଆଦିଲ୍ଲୀ: ଦେଶର ସମସ୍ତ ୬୧୨ ଜିଲ୍ଲା ଜଳବାୟୁ ପରିବର୍ତ୍ତନ କବଳରେ ରହିଛି। ତେବେ ପୂର୍ବ ଭାରତର ୧୦୦ ଜିଲ୍ଲା ଉପରେ ଏହାର ସର୍ବାଧିକ ବିପଦ ରହିଛି। ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ ସାଇନ୍ସ, ଆଇଆଇଟି ମଣ୍ଡି ସହିତ ଆଇଆଇଟି ଗୌହାଟୀ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହି ଦାବି କରାଯାଇଛି।…

ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ର ହେବ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ରେ ହେବ ହଲଚଲ । ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅନେକ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ଅନେକ ଦେଶରେ ବିଶେଷ ବନ୍ୟା ବତ୍ୟା ଭୂକମ୍ପ ପରି ପରିସ୍ଥିତିର ସାମ୍ନା ହୁଅନ୍ତି। ଯଦି ଦେଖିବା ଆମେରିକାରେ ଏଭଳି ପରିସ୍ଥିତି…