ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

CHSE

ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ…

ଭୁବନେଶ୍ବର: ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତି କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।ନୂତନ ସୂଚନା…

ଏଣିକି +୨ରେ ହେବ ତ୍ରୈମାସିକ ପରୀକ୍ଷା :…

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ତ୍ରୈମାସିକ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷା ଦେବାକୁ ପଡିବ। ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ…

ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ…

ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ଦୁଇ…

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିବେ । ଏହାପରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷାର୍ଥୀ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ…

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଅପରାହ୍ଣ ୫ଟାରେ ପରୀକ୍ଷା ଫଳ…

ଜୁନ୍ ୨ରୁ +୨ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଜୁନ ୨ ତାରିଖରୁ ଆରମ୍ଭ ହେବ + ୨ ମୂଲ୍ୟାୟାନ । ୨ଟି ପର୍ଯ୍ଯାୟରେ ଯୁକ୍ତ ଦୁଇ ଖାତାଦେଖା ହେବ। ୬୪ଟି କେନ୍ଦ୍ରରେ ଅଫଲାଇନ, ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ଜୁନ ୨ରୁ ଜୁନ ୧୨ ପର୍ଯ୍ଯନ୍ତ ପ୍ରଥମ ପର୍ୟ୍ୟାୟର ମୂଲ୍ୟାୟାନ ହେବ। ଜୁନ୍‍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ଯାୟ ମୂଲ୍ୟାୟନ ହେବ।…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା…

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ  ଦ୍ୱାଦଶ (+୨) ପରୀକ୍ଷା ଘୁଞ୍ଚିଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪କୁ ଘୁଞ୍ଚାଇ ଦିଆଯାଇଛି । କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷା ଘୁଞ୍ଚିଥିବା ସୂଚନା ।

ଯୁକ୍ତ ଦୁଇ ଫର୍ମ ପୂରଣ ଲାଗି…

ଭୁବନେଶ୍ୱର: ଗୁରୁବାର +୨ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଥିବାବେଳେ ଫର୍ମ ପୂରଣ ଅବଧିକୁ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁଣି ବୃଦ୍ଧି କରିଛି। ଚଳିତ ଥର ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରି ପାରିବେ। ଛାତ୍ରଛାତ୍ରୀ…

ଏପ୍ରିଲ ୨୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା,…

ଭୁବନେଶ୍ବର: ଏପ୍ରିଲ ୨୮ରୁ ଦ୍ବାଦଶ ( +୨) ପରୀକ୍ଷା । କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହେବ। ରାଜ୍ଯରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମହାମାରୀ…

ଅଫଲାଇନରେ ହୋଇପାରେ ଦଶମ ଓ ଦ୍ବାଦଶ ବୋର୍ଡ…

ଭୁବନେଶ୍ବର: ସୁଧୁରୁଛି ସ୍ଥିତ, ଟ୍ରାକକୁ ଫେରିବାରେ ଲାଗିଛି ଶିକ୍ଷା ବ୍ଯବସ୍ଥା । ବିଦ୍ଯାଳୟ ଓ କଲେଜ ଗୁଡିକରେ ଅଫଲାଇନ ପାଠ ପଢା ଆରମ୍ଭ  ହୋଇଛି। ଅଫଲାଇନ ମାଧ୍ଯମରେ ପାଠପଢିବାକୁ ଛାତ୍ରଛତ୍ରୀଙ୍କ ଆଗ୍ରହ ବଢିବାରେ ଲାଗିଛି।  ଅଫଲାଇନରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଏକ ପ୍ରେସ ରିଲିଜ ଜାରି…