Browsing Tag

Chief Minister naveen patnaik

ଲୋକପ୍ରିୟତାରେ ନବୀନ ପୁଣିଥରେ ଏକ ନମ୍ବର…

ଭୁବନେଶ୍ବର : ପୁଣିଥରେ ଲୋକପ୍ରିୟତା ଦୃଷ୍ଟିରୁ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେରେ ନିଜ ରାଜ୍ୟରେ ୭୩ ଦଶମିକ ୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ସନ୍ତୁଷ୍ଟ…

ମୋ ସରକାର କାର୍ଯ୍ଯକ୍ରମର ସମୀକ୍ଷା କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ…

BSKY ଉପରେ ବଢୁଛି ଲୋକଙ୍କ ଆସ୍ଥା:…

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କାର୍ଡ ଚିକିତ୍ସା ସେବାରେ ସୃଷ୍ଟି କରିଛି ନୂଆ ଇତିହାସ। BSKY ଉପରେ ବଢ଼ିଛି ଲୋକଙ୍କ ଆସ୍ଥା । ଏନେଇ ବିଏସକେଓ୍ବାଇ ହିତାଧିକାରୀ ସଂଖ୍ୟାରେ ୪୧୩ପ୍ରତିଶତ ବୃଦ୍ଧି ହୋଇଛି । ଆଗକୁ ଏହା ଅଧିକ ବଢ଼ିବା ନେଇ ଆଶା ରହିଛି। ଏକ ଆନ୍ତରୀଣ ସମୀକ୍ଷା ବେଳେ ଏହି ତଥ୍ୟ ମିଳିଥିବା…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ହକିର ମାହୋଲ। ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ…

କମିଶନରେଟ ପୁଲିସର ରେଜିଂ ଡେ’ ରେ…

ଭୁବନେଶ୍ୱର: ୧୬ ବର୍ଷରେ ପ୍ରଦାର୍ପଣ କରିଛି କମିଶନରେଟ ପୁଲିସ। ଏହି ଅବସରରେ ଆୟୋଜିତ ରେଜିଂ ଡେ’ ପରେଡ଼ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି କୋଭିଡ ମହାମାରୀ ବେଳେ ପୁଲିସର କାମ ପ୍ରଶଂସନୀୟ । ପୁଲିସ ସବୁବେଳେ ଲୋକଙ୍କ ମିତ୍ର ଓ ବରିଷ୍ଠ…

ଆହୁରି ସୁଦୃଢ଼ ହେବ ଆଇନଶୃଙ୍ଖଳା, ଆଜି…

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ସୁଫଳ ତୃଣମୂଳସ୍ତରରେ ଏ ଅନୁଭୂତ ହେଉଛି। ବିଶେଷକରି ରାଜ୍ୟଗୁଡ଼ିକରେ ଅଧିକରୁ ଅଧିକ ଥାନା ପ୍ରତିଷ୍ଠା ସହ ସେଠାରେ ପର୍ଯ୍ୟାପ୍ତ ପୁଲିସ ଅଧିକାରୀ, କର୍ମଚାରୀ ନିୟୋଜନ ତଥା ଭିତ୍ତିଭୂମି…

ଭାରତୀୟ ହକି ଟିମ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ରାଉରକେଲା: ଭାରତୀୟ ହକି ଟିମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ଭାରତୀୟ ଦଳକୁ…

ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ…

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦଳର ନୂଆ ମିଡିଆ ଟିମ୍ । ଦୁଇଦିନ ତଳେ ଏହି ନୂଆ ଟିମ୍‌କୁ ଅନୁମୋଦନ ଦେଇଥିଲେ ନବୀନ ପଟ୍ଟନାୟକ । ଏଥିରେ ଜଣେ ସଂଯୋଜକ ଓ ଜଣେ ସହ- ସଂଯୋଜକ ରହିଛନ୍ତି। ସେହିପରି ସାଂସଦ ମାନସ ମଙ୍ଗରାଜଙ୍କ ସମେତ ୬ଜଣଙ୍କୁ…

କାହିଁକି ବିଜେଡିକୁ ଭରସା ଓ ବିଶ୍ବାସ…

ପୁରୀ : ଓଡ଼ିଶାର ଜନସାଧାରଣଙ୍କ ସେବାରେ ସମର୍ପିତ ହୁଅ । ମା’ମାନଙ୍କ ପାଇଁ ଭଲ କାମ କର । ଓଡ଼ିଶାର ଚାଷୀ ଓ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଭଲ କାମ କରିବାକୁ ପ୍ରତିଷ୍ଠା ଦିବସରେ କର୍ମୀ ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ…

ନବୀନଙ୍କ ପ୍ରତି ଜନତାଙ୍କ ଆସ୍ଥା,…

ବିଜୁବାବୁ ଓଡ଼ିଶା ରାଜ୍ୟର ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା, ଏହା ସମସ୍ତେ ସ୍ବୀକାର କରିବେ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ୧୯୬୧ରେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ତାଙ୍କର ଯଥେଷ୍ଟ ପ୍ରାଧାନ୍ୟ ଥିଲା। ତାଙ୍କ ଜୀବନ କାଳରେ ୯ଟି…