ଜାଣନ୍ତୁ… ଲମ୍ପି ଡିଜିଜି କଣ, ଏହି…
ଭୁବନେଶ୍ବର : ଉତ୍ତରଭାରତ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶରେ ଗାଇ ମହିଷି ଚର୍ମବିଣ୍ଡି (ଲମ୍ପି ଡିଜିଜ୍)ରେ ଆକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟକ ପଶୁ ପ୍ରାଣ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ।…