ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

CDS Bipan Rawat

ସିଡିଏସ୍‌ ହେଲିକପ୍ଟର ଦୁର୍ଘଟଣା : ଚୀନ୍‌…

ନୂଆଦିଲ୍ଲୀ : ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ୧୧ ଅନ୍ୟ ସେନାଧିକାରୀଙ୍କ ଶୋଚନୀୟ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଏବେ ଦେଶବାସୀଙ୍କ ଉତ୍କଣ୍ଠା ବଢିଛି। ବିଶ୍ବର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର…

ବୀରପୁତ୍ରଙ୍କୁ ଶେଷ ସମ୍ମାନ

ନୂଆଦିଲ୍ଲୀ : ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଗୁରୁବାର ରାତିରେ ପାଲାମ ବାୟୁସେନା ଘାଟୀରେ ଶ୍ରଦ୍ଧାଜ୍ଞଳି ଦିଆଯାଇଛି। ସମସ୍ତ ମୃତକଙ୍କ ମରଶରୀରକୁ ତାମିଲନାଡୁର ୱେଲିଙ୍ଗଟନସ୍ଥିତ ମାଡ୍ରାସ ରେଜିମେଣ୍ଟ ସେଣ୍ଟରରୁ ସୁଲୁର…

ଏୟାର ମାର୍ସଲଙ୍କ ନେତୃତ୍ୱରେ ଚାଲିଛି…

ନୂଆଦିଲ୍ଲୀ : କୁନ୍ନୁରରେ ସେନା ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଦୁଃଖ ବ୍ୟକ୍ତ କରି ରାଜନାଥ ସିଂହ…

କଣ ଏହି ବ୍ଲାକ ବକ୍ସ? ଯାହା କରିପାରିବ…

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣାରେ ତନାଘନା ଆରମ୍ଭ ହୋଇଛି।ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍‌ର ‘ବ୍ଲାକ ବକ୍ସ’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି। ସେନାର…

ସାମ୍ନାକୁ ଆସିଲା ସିଡିଏସ୍‌ଙ୍କ…

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁ ଠାରେ ହୋଇଥିବା ସେନା ଦ୍ୱାରା ବ୍ୟବହୃତ Mi-17V-5 ହେଲିକପ୍ଟର ଦୁର୍ଘଟଣା ପଛରେ କାରଣ କ'ଣ ରହିଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଯାନ୍ତ୍ରିକ ସମସ୍ୟା ନା ଖରାପ ପାଗ କାରଣରୁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ…

ଅଧୁରା ରହିଗଲା ସିଡିଏସ ଜେନେରାଲ ବିପିନ…

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁର କୁନୁର ନିକଟରେ ଏକ ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ଓ ହେଲିକାପ୍ଟରେ ଥିବା ୧୪ ଜଣ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶ ତାର ଜଣେ ବୀର ପୁତ୍ରକୁ ହରାଇଛି। ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।ସ୍ଥଳସେନା,…

କିପରି ଦୁର୍ଘଟଣା ଗ୍ରସ୍ତ ହେଲା ବାୟୁ…

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ୍‌ (୬୩)ଙ୍କ ଜୀବନ ଯାଇଛି । ଏହି ଭୟାବହ…

ସିଡିଏସ ଜେନେରାଲ ବିପିନ ରାୱତଙ୍କ…

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ଘଟିଛି । ବିପିନ ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ଗଭୀର ଶୋକ ପ୍ରକାଶ କରିଛନ୍ତି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି କହିଛନ୍ତି ଯେ, ଜେନେରାଲ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ:…

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ତଥା ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାୱତଙ୍କର ଅକାଳ ବିୟୋଗ ହୋଇଛି।  ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ…