ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Capital Region Urban Transport

କ୍ରମାଗତ ଭାବେ ୫ମ ଥର ପାଇଁ କ୍ରୁଟକୁ…

ଭୁବନେଶ୍ୱର:‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି।…

ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ…

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ…

ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି…

ଭୁବନେଶ୍ୱର: ପୁଣି ୩ ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ…

ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ…

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର କଟକଣା ଜାରି କରାଯାଇଛି। ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିଛି। ଆଉ ଏହାକୁ ଦୃଷ୍ଟିରେ ରଖି ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ…

ବଦଳିଲା ‘ମୋ ବସ୍’ ଚଳାଚଳ…

ଭୁବନେଶ୍ବର: ବଦଳିଲା 'ମୋ ବସ' ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ 'ମୋ ବସ' ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ  ଚାଲିବ 'ମୋ ବସ' । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।📢 𝐍𝐨𝐭𝐢𝐜𝐞…