ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Budget 2023-24

ବଜେଟର ସାଧାରଣ ଆଲୋଚନା ଉପରେ…

ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟର ସାଧାରଣ ଆଲୋଚନା ଉପରେ ବିବୃତ୍ତି ରଖିଥିଲେ। ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ନୂତନ ଓଡ଼ିଶା-ଏକ ସଶକ୍ତ ଓଡ଼ିଶା- ଏକ ସମୃଦ୍ଧ- ଏକ ସ୍ୱାଭିମାନୀ ଓଡ଼ିଶା ଗଠନ ଦିଗରେ ଆମର ଆଉ ଏକ ପଦକ୍ଷେପ । ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ମୋଟ୍ ୨…

ବଜେଟ୍ ୨୦୨୩- ୨୪: ଆୟୁଷ୍ମାନ ଭାରତ…

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ । ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ । ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ବଜେଟର ରେଳ ବ୍ୟୟବରାଦରେ ଓଡ଼ିଶାକୁ ମିଳିବ…

ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର…

ଆଜି ସାଧାରଣ ବଜେଟ : ୪୪ଲକ୍ଷ କୋଟି…

ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ…

ବଜେଟ ୨୦୨୩-୨୪ : ୨୫% ବଢ଼ିପାରେ ରେଳବାଇର…

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟରେ ଅର୍ଥମନ୍ତ୍ରୀ ଯାତ୍ରୀ ସୁବିଧା ସହିତ ରେଳବାଇର ଭିତ୍ତିଭୂମି ବିକାଶ ସମ୍ବନ୍ଧରେ ଅନେକ ବଡ଼ ଘୋଷଣା କରିପାରନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏଥିର…

ବଜେଟ୍ ୨୦୨୩-୨୪: ସରିଲା ହାଲୱା ଉତ୍ସବ

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି ନର୍ଥ ବ୍ଲକରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡ. ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।…

ବଜେଟ୍‌ ୨୦୨୩-୨୪: ୫୦୦ ବନ୍ଦେ ଭାରତ, ୩୫…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ଏହି ବଜେଟ୍‌ରୁ ଅନେକ କିଛି ମିଳିବା ନେଇ ଶିଳ୍ପ, ବ୍ୟବସାୟୀ ଏବଂ ଟିକସଦାତା ସମସ୍ତେ ଆଶାବାଦୀ। ଆହୁରିମଧ୍ୟ ଏହି ବଜେଟରୁ ଭାରତୀୟ ରେଳବାଇ ବହୁତ ଆଶା ରଖିଛି । ବନ୍ଦେ…