ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Brown sugar

ବାରିପଦାରେ ବ୍ରାଉନ ସୁଗାର ଜବତ, ମହିଳା…

ବାରିପଦା - ଧଳ ଜହର କବଳରେ ବାରିପଦା ସହର। ସହରର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍। ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଏମାନଙ୍କ…

୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ…

ଭଦ୍ରକ : ଗାଡି ଚେକିଂ ସମୟରେ ପୋଲିସ ପଞ୍ଝା ରେ ପଡିଲେ ବ୍ରାଉନ ସୁଗାର ବେପାରୀ, ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତିନି ଅଭିଯୁକ୍ତ କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ, ୩ଜଣ ବାଇକ ଆରୋହୀ ବିନା ହେଲମେଣ୍ଟ ରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ । ଏହି ସମୟରେ ୧୬…

ଯାଉଛି ଗଞ୍ଜେଇ, ଆସୁଛି ଧଳାଜହର: ୧୦…

ଭୁବନେଶ୍ୱର: ଗତ କିଛିବର୍ଷ ହେବ ରାଜଧାନୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଠାକୁ ପୁଳାପୁଳା ଧଳାହଜାର ବା ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ଏହି ନିଶା ଚାଲାଣ କରିବା ପାଇଁ ନିଶା ମାଫିଆମାନେ କେତେବେଳେ ନିଜକୁ ଡାକ୍ତର ବେଶରେ ସଜାଇ କାର୍‍ରେ ବ୍ରାଉନ୍‍ସୁଗର ଚାଲାଣ କରୁଥିବା ବେଳେ ଆଉ…

ଭଦ୍ରକ ସହରରେ ବ୍ରାଉନସୁଗର ଜବତ ୨ ଗିରଫ

ଭଦ୍ରକ : ଭଦ୍ରକ ସହରରେ ପୋଲିସ ଏମଭି ଚେକିଂ ଚାଲିଥିବା ବେଳେ ପୋଲିସ ହାତରେ ଧରା ପଡିଛି ୨୦ ଗ୍ରାମ ଓଜନର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ଯାଜପୁର ଟାଉନ ଥାନା ଶ୍ରୀରାମପୁର ଗ୍ରାମର ସଞ୍ଜୟ ବେହେରା(୩୪ ବର୍ଷ)…

ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ହାତରେ ଧଳାଜହର…

ଖୋର୍ଦ୍ଧା : ଧଳାଜହର ବେପାରୀଙ୍କ ହବ୍‍ ପାଲଟିଛି ଖୋର୍ଦ୍ଧା। ସହର ଏବଂ ଏହାର ଉପକଣ୍ଠରେ ଗଳିକନ୍ଦିରେ ଖୁଲମ୍‍ଖୋଲା ଏହି କାରବାର ବହୁଳ ପରିମାଣରେ ଚାଲିଛି। ସୋମବାର ପୂର୍ବାହ୍ଣରେ ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ପକ୍ଷରୁ ଦୀର୍ଘଦିନ ଧରି ଖୋର୍ଦ୍ଧାରେ ବେପାର ଜମାଇଥିବା ଧଳାଜହର ରାଣୀକୁ ଗିରଫ କରାଯାଇଛି।…

ଯାଉଛି ବ୍ରାଉନସୁଗର, ଆସୁଛି ଗଞ୍ଜେଇ:…

ଭୁବନେଶ୍ବର: ରାଜଧାନୀ ପାଲଟିଛି ବ୍ରାଉନ୍‌ସୁଗର ବେପାରୀଙ୍କ ହବ୍। ରାଜଧାନୀର ବ୍ରାଉନସୁଗର ବେପାରୀମାନେ ଏବେ କୋରାପୁଟ ଆଡ଼କୁ ମୁହାଁଇଲେଣି। ନାଇଟକୋଚ୍ ବସ୍‌ରେ ବେପାରୀମାନେ କୋରାପୁଟ ଅଞ୍ଚଳକୁ ବ୍ରାଉନସୁଗର ପଠାଇ ସେଠାରୁ ଗଞ୍ଜେଇ ଆମଦାନୀ କରୁଛନ୍ତି। ନିଶା ମାଫିଆ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରକୁ ୫…

ରାଜଧାନୀରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍‌, ବାଇକ୍‌…

କରୋନା କଟକଣା ସମୟରେ ମାଛ ଓ ପନିପରିବା…

ବାଲେଶ୍ଵର: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ କିନ୍ତୁ ଚୋରା ବ୍ରାଉନସୁଗର ବେପାରୀଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି ବୋଲି କୁହାଯାଇଛି। ଜଳେଶ୍ୱର…